or_tn/1co/12/30.md

1.5 KiB
Raw Permalink Blame History

Do all of them have gifts of healing?

ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: “ଆରୋଗ୍ୟ କରିବାର ଦାନ ସମସ୍ତଙ୍କଠାରେ ନ ଥାଏ ।” (ଦେଖ:rc://*/ta/man/translate/figs-rquestion)

Do all of them speak with tongues?

ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ ସମସ୍ତେ ପରଭାଷାରେ କଥା କହନ୍ତି ନାହିଁ ।” (ଦେଖ:rc://*/ta/man/translate/figs-rquestion)

Do all of them interpret tongues?

ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: ""ସେମାନଙ୍କ ମଧ୍ୟରୁ ସମସ୍ତେ ପରଭାଷାର ଅର୍ଥ କରି ପାରନ୍ତି ନାହିଁ ।” (ଦେଖ:rc://*/ta/man/translate/figs-rquestion)

interpret

ଏହାର ଅର୍ଥ କେହି ଜଣେ କୌଣସି ଭାଷାରେ ଯାହା କହିଥାଏ, ତାହା ଅନ୍ୟମାନଙ୍କୁ ଜଣାଇବା ଯେଉଁମାନେ ସେହି ଭାଷା ବୁଝି ପାରନ୍ତି ନାହିଁ । ୧କରିନ୍ଥୀୟ :୧୩ରେ ଏହା କେମିତି ଅନୁବାଦ କରାଯାଇଛି ତାହା ଦେଖ I