# Do all of them have gifts of healing? ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: “ଆରୋଗ୍ୟ କରିବାର ଦାନ ସମସ୍ତଙ୍କଠାରେ ନ ଥାଏ ।” (ଦେଖ:[[rc://*/ta/man/translate/figs-rquestion]]) # Do all of them speak with tongues? ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ ସମସ୍ତେ ପରଭାଷାରେ କଥା କହନ୍ତି ନାହିଁ ।” (ଦେଖ:[[rc://*/ta/man/translate/figs-rquestion]]) # Do all of them interpret tongues? ଏହା ଗୋଟିଏ ବକ୍ତବ୍ୟ ହୋଇପାରିବ । ବିକଳ୍ପ ଅନୁବାଦ: ""ସେମାନଙ୍କ ମଧ୍ୟରୁ ସମସ୍ତେ ପରଭାଷାର ଅର୍ଥ କରି ପାରନ୍ତି ନାହିଁ ।” (ଦେଖ:[[rc://*/ta/man/translate/figs-rquestion]]) # interpret ଏହାର ଅର୍ଥ କେହି ଜଣେ କୌଣସି ଭାଷାରେ ଯାହା କହିଥାଏ, ତାହା ଅନ୍ୟମାନଙ୍କୁ ଜଣାଇବା ଯେଉଁମାନେ ସେହି ଭାଷା ବୁଝି ପାରନ୍ତି ନାହିଁ । [୧କରିନ୍ଥୀୟ ୨:୧୩](../02/13.md)ରେ ଏହା କେମିତି ଅନୁବାଦ କରାଯାଇଛି ତାହା ଦେଖ I