or_tn/1co/12/10.md

2.3 KiB

to another prophecy

“ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଭାବବାଣୀ କହିବାର ଦାନ ଦିଆଯାଏ” (ଦେଖ:rc://*/ta/man/translate/figs-ellipsis)

to another various kinds of tongues

“ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ବିଭିନ୍ନ ପରଭାଷା କହିବାର ଦାନ ଦିଆଯାଏ” (ଦେଖ:rc://*/ta/man/translate/figs-ellipsis)

various kinds of tongues

ଏଠାରେ “ପରଭାଷା” ଭାଷାମାନଙ୍କୁ ଦର୍ଶାଏ । ବିକଳ୍ପ ଅନୁବାଦ: “ବିଭିନ୍ନ ଭାଷାରେ କହିବାର କ୍ଷମତା” (ଦେଖ:rc://*/ta/man/translate/figs-metonymy)

to another the interpretation of tongues

“ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଭାଷାର ଅର୍ଥ କରିବାର ଦାନ ଦିଆଯାଏ” (ଦେଖ:rc://*/ta/man/translate/figs-ellipsis)

the interpretation of tongues

ଏହା ଅନ୍ୟ ଭାଷାରେ କହୁଥିବା ବ୍ୟକ୍ତିଙ୍କ କଥା ଶୁଣି ସେ କହୁଥିବା କଥାକୁ ଆଉ ଏକ ଭାଷାରେ ସେ ବ୍ୟକ୍ତି କଣ କହୁଛନ୍ତି ତାହା ଲୋକମାନଙ୍କୁ ଜଣାଇବାର କ୍ଷମତା ଅଟେ । ବିକଳ୍ପ ଅନୁବାଦ: “ଅନ୍ୟ ଭାଷାରେ ଯାହା କୁହାଯାଇଛି ତାହାର ଅନୁବାଦ କରିବାର କ୍ଷମତା”