# to another prophecy “ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଭାବବାଣୀ କହିବାର ଦାନ ଦିଆଯାଏ” (ଦେଖ:[[rc://*/ta/man/translate/figs-ellipsis]]) # to another various kinds of tongues “ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ବିଭିନ୍ନ ପରଭାଷା କହିବାର ଦାନ ଦିଆଯାଏ” (ଦେଖ:[[rc://*/ta/man/translate/figs-ellipsis]]) # various kinds of tongues ଏଠାରେ “ପରଭାଷା” ଭାଷାମାନଙ୍କୁ ଦର୍ଶାଏ । ବିକଳ୍ପ ଅନୁବାଦ: “ବିଭିନ୍ନ ଭାଷାରେ କହିବାର କ୍ଷମତା” (ଦେଖ:[[rc://*/ta/man/translate/figs-metonymy]]) # to another the interpretation of tongues “ସେହି ଏକ ଆତ୍ମାଙ୍କ ଦ୍ବାରା ଦିଆଯାଏ” ବାକ୍ୟାଂଶକୁ ପୂର୍ବ ବାକ୍ୟରୁ ବୁଝି ହେବ । ବିକଳ୍ପ ଅନୁବାଦ: “ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ବାରା ଭାଷାର ଅର୍ଥ କରିବାର ଦାନ ଦିଆଯାଏ” (ଦେଖ:[[rc://*/ta/man/translate/figs-ellipsis]]) # the interpretation of tongues ଏହା ଅନ୍ୟ ଭାଷାରେ କହୁଥିବା ବ୍ୟକ୍ତିଙ୍କ କଥା ଶୁଣି ସେ କହୁଥିବା କଥାକୁ ଆଉ ଏକ ଭାଷାରେ ସେ ବ୍ୟକ୍ତି କଣ କହୁଛନ୍ତି ତାହା ଲୋକମାନଙ୍କୁ ଜଣାଇବାର କ୍ଷମତା ଅଟେ । ବିକଳ୍ପ ଅନୁବାଦ: “ଅନ୍ୟ ଭାଷାରେ ଯାହା କୁହାଯାଇଛି ତାହାର ଅନୁବାଦ କରିବାର କ୍ଷମତା”