or_tn/1co/12/08.md

2.1 KiB

to one is given by the Spirit the word

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଆତ୍ମାଙ୍କ ମାଧ୍ୟମରେ ଇଶ୍ବର ଜଣେ ବ୍ୟକ୍ତିକୁ ବାକ୍ୟ ଦିଅନ୍ତି” (ଦେଖ:rc://*/ta/man/translate/figs-activepassive)

the word

ସମ୍ବାଦ

by the Spirit

ଆତ୍ମାଙ୍କ କାର୍ଯ୍ୟ ମାଧ୍ୟମରେ ଇଶ୍ବର ଆତ୍ମିକ ବରଦାନ ପ୍ରଦାନ କରନ୍ତି ।

wisdom ... knowledge

ଏହି ଦୁଇଟି ଶବ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଏଠାରେ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ ଯେତିକି ଏହି ବାସ୍ତବତା ଅଟେ ଯେ ସେହି ସମାନ ଆତ୍ମାଙ୍କ ଦ୍ବାରା ଇଶ୍ବର ଉଭୟଙ୍କୁ ପ୍ରଦାନ କରନ୍ତି ।

the word of wisdom

ପାଉଲ ଦୁଇଟି ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: “ଜ୍ଞାନର ବାକ୍ୟ” (ଦେଖ:rc://*/ta/man/translate/figs-hendiadys)

the word of knowledge

ପାଉଲ ଦୁଇଟି ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: “ଜ୍ଞାନ ପ୍ରଦର୍ଶନକାରୀ ବାକ୍ୟ” (ଦେଖ:rc://*/ta/man/translate/figs-hendiadys)

is given

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ୧କରିନ୍ଥୀୟ ୧୨:୮ ରେ ଏହାକୁ କେମିତି ଅନୁବାଦ କରା ଯାଇଛି ତାହା ଦେଖ । ବିକଳ୍ପ ଅନୁବାଦ: “ଇଶ୍ବର ଦିଅନ୍ତି” (ଦେଖ:rc://*/ta/man/translate/figs-activepassive)