# to one is given by the Spirit the word ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଆତ୍ମାଙ୍କ ମାଧ୍ୟମରେ ଇଶ୍ବର ଜଣେ ବ୍ୟକ୍ତିକୁ ବାକ୍ୟ ଦିଅନ୍ତି” (ଦେଖ:[[rc://*/ta/man/translate/figs-activepassive]]) # the word ସମ୍ବାଦ # by the Spirit ଆତ୍ମାଙ୍କ କାର୍ଯ୍ୟ ମାଧ୍ୟମରେ ଇଶ୍ବର ଆତ୍ମିକ ବରଦାନ ପ୍ରଦାନ କରନ୍ତି । # wisdom ... knowledge ଏହି ଦୁଇଟି ଶବ୍ଦ ମଧ୍ୟରେ ଥିବା ପାର୍ଥକ୍ୟ ଏଠାରେ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ ଯେତିକି ଏହି ବାସ୍ତବତା ଅଟେ ଯେ ସେହି ସମାନ ଆତ୍ମାଙ୍କ ଦ୍ବାରା ଇଶ୍ବର ଉଭୟଙ୍କୁ ପ୍ରଦାନ କରନ୍ତି । # the word of wisdom ପାଉଲ ଦୁଇଟି ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: “ଜ୍ଞାନର ବାକ୍ୟ” (ଦେଖ:[[rc://*/ta/man/translate/figs-hendiadys]]) # the word of knowledge ପାଉଲ ଦୁଇଟି ଶବ୍ଦ ମାଧ୍ୟମରେ ଗୋଟିଏ ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: “ଜ୍ଞାନ ପ୍ରଦର୍ଶନକାରୀ ବାକ୍ୟ” (ଦେଖ:[[rc://*/ta/man/translate/figs-hendiadys]]) # is given ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । [୧କରିନ୍ଥୀୟ ୧୨:୮](../୧୨/୦୮.md) ରେ ଏହାକୁ କେମିତି ଅନୁବାଦ କରା ଯାଇଛି ତାହା ଦେଖ । ବିକଳ୍ପ ଅନୁବାଦ: “ଇଶ୍ବର ଦିଅନ୍ତି” (ଦେଖ:[[rc://*/ta/man/translate/figs-activepassive]])