or_tn/1co/11/25.md

1.1 KiB
Raw Permalink Blame History

the cup

ଏହାକୁ ଆକ୍ଷରିକ ଅନୁବାଦ କରିବା ସବୁଠାରୁ ଭଲ ଅଟେ । କରିନ୍ଥୀୟମାନେ ଜାଣିଥିଲେ ଯେ ସେ କେଉଁ ପାତ୍ର ନେଇଥିଲେ, ସେଥିପାଇଁ ଏହା କେବଳ ଏକ ସାଧାରଣ “ପାତ୍ର” ବା “କେତେକ ପାତ୍ର” ବା “କୌଣସି ପାତ୍ର” ନଥିଲା । ସାମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା ୧) ଦ୍ରାକ୍ଷାରସର ପାତ୍ର ଯାହା ସେ ବ୍ୟବହାର କରି ପାରନ୍ତି ବୋଲି ଆଶା କରାଯାଇପାରେ ବା ) ନିସ୍ତାରପର୍ବର ଭୋଜନ ସମୟରେ ଯିହୁଦୀମାନେ ଯେଉଁ ଚାରୋଟି ପାତ୍ରରୁ ପାନ କରୁଥିଲେ ତହିଁରୁ ଏହା ତୃତୀୟ ବା ଚତୁର୍ଥ ପାତ୍ର ଥିଲା ।

Do this as often as you drink it

ଏହି ପାତ୍ରରୁ ପାନ କର, ଏବଂ ଯେତେ ଥର ଏଥିରୁ ପାନ କର