# the cup ଏହାକୁ ଆକ୍ଷରିକ ଅନୁବାଦ କରିବା ସବୁଠାରୁ ଭଲ ଅଟେ । କରିନ୍ଥୀୟମାନେ ଜାଣିଥିଲେ ଯେ ସେ କେଉଁ ପାତ୍ର ନେଇଥିଲେ, ସେଥିପାଇଁ ଏହା କେବଳ ଏକ ସାଧାରଣ “ପାତ୍ର” ବା “କେତେକ ପାତ୍ର” ବା “କୌଣସି ପାତ୍ର” ନଥିଲା । ସାମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା ୧) ଦ୍ରାକ୍ଷାରସର ପାତ୍ର ଯାହା ସେ ବ୍ୟବହାର କରି ପାରନ୍ତି ବୋଲି ଆଶା କରାଯାଇପାରେ ବା ୨) ନିସ୍ତାରପର୍ବର ଭୋଜନ ସମୟରେ ଯିହୁଦୀମାନେ ଯେଉଁ ଚାରୋଟି ପାତ୍ରରୁ ପାନ କରୁଥିଲେ ତହିଁରୁ ଏହା ତୃତୀୟ ବା ଚତୁର୍ଥ ପାତ୍ର ଥିଲା । # Do this as often as you drink it ଏହି ପାତ୍ରରୁ ପାନ କର, ଏବଂ ଯେତେ ଥର ଏଥିରୁ ପାନ କର