or_tn/1co/11/22.md

763 B

to eat and to drink in

ଯେଉଁ ଭୋଜନ ପାଇଁ ଏକତ୍ରୀତ ହେଉଅଛ

despise

ଘୃଣା କରିବା ବା ଅଗୌରବ ଓ ଅସମ୍ମାନ କରିବା

humiliate

ଲଜ୍ଜିତ ଅନୁଭବ କରାଇବା

What should I say to you? Should I praise you?

ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଏହା ବିଷୟରେ ଭଲ କଥା କହି ପାରିବି ନାହିଁ । ମୁଁ ତୁମ୍ଭମାନଙ୍କର ପ୍ରଶଂସା କରିପାରିବି ନାହିଁ ।” (ଦେଖ:rc://*/ta/man/translate/figs-rquestion)