# to eat and to drink in ଯେଉଁ ଭୋଜନ ପାଇଁ ଏକତ୍ରୀତ ହେଉଅଛ # despise ଘୃଣା କରିବା ବା ଅଗୌରବ ଓ ଅସମ୍ମାନ କରିବା # humiliate ଲଜ୍ଜିତ ଅନୁଭବ କରାଇବା # What should I say to you? Should I praise you? ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଏହା ବିଷୟରେ ଭଲ କଥା କହି ପାରିବି ନାହିଁ । ମୁଁ ତୁମ୍ଭମାନଙ୍କର ପ୍ରଶଂସା କରିପାରିବି ନାହିଁ ।” (ଦେଖ:[[rc://*/ta/man/translate/figs-rquestion]])