or_tn/1co/11/14.md

1.2 KiB

Does not even nature itself teach you ... for him?

ପାଉଲ ଆଶା କରନ୍ତି ଯେ କରିନ୍ଥୀୟମାନେ ତାଙ୍କ ସହିତ ଏକମତ ହେବେ । ବିକଳ୍ପ ଅନୁବାଦ: “ପ୍ରକୃତି ସ୍ବୟଂ ତୁମ୍ଭମାନଙ୍କୁ ଶିକ୍ଷା ଦିଏ ... ତାହାଙ୍କ ପାଇଁ ।” (ଦେଖrc://*/ta/man/translate/figs-rquestion)

Does not even nature itself teach you ... for him?

ଯେଉଁ ପ୍ରକାରରେ ସମାଜର ଲୋକମାନେ ସାଧାରଣତଃ କାର୍ଯ୍ୟ କରିଥାନ୍ତି ସେହି ବିଷୟରେ ସେ କହୁଛନ୍ତି ସତେ ଯେମିତି ସେମାନେ ଶିକ୍ଷାଦାନ କରୁଥିବା ଜଣେ ବ୍ୟକ୍ତି ଅଟନ୍ତି । ବିକଳ୍ପ ଅନୁବାଦ: ଲୋକମାନେ ସାଧାରଣତଃ ଯେପରି ଭାବରେ କାର୍ଯ୍ୟ କରିଥାନ୍ତି ତାହା ଦେଖି ତୁମ୍ଭେମାନେ ଜାଣିଥାଅ ... ତାହାଙ୍କ ପାଇଁ ।” (ଦେଖ:rc://*/ta/man/translate/figs-personification)