or_tn/1co/11/14.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Does not even nature itself teach you ... for him?
ପାଉଲ ଆଶା କରନ୍ତି ଯେ କରିନ୍ଥୀୟମାନେ ତାଙ୍କ ସହିତ ଏକମତ ହେବେ । ବିକଳ୍ପ ଅନୁବାଦ: “ପ୍ରକୃତି ସ୍ବୟଂ ତୁମ୍ଭମାନଙ୍କୁ ଶିକ୍ଷା ଦିଏ ... ତାହାଙ୍କ ପାଇଁ ।” (ଦେଖ[[rc://*/ta/man/translate/figs-rquestion]])
# Does not even nature itself teach you ... for him?
ଯେଉଁ ପ୍ରକାରରେ ସମାଜର ଲୋକମାନେ ସାଧାରଣତଃ କାର୍ଯ୍ୟ କରିଥାନ୍ତି ସେହି ବିଷୟରେ ସେ କହୁଛନ୍ତି ସତେ ଯେମିତି ସେମାନେ ଶିକ୍ଷାଦାନ କରୁଥିବା ଜଣେ ବ୍ୟକ୍ତି ଅଟନ୍ତି । ବିକଳ୍ପ ଅନୁବାଦ: ଲୋକମାନେ ସାଧାରଣତଃ ଯେପରି ଭାବରେ କାର୍ଯ୍ୟ କରିଥାନ୍ତି ତାହା ଦେଖି ତୁମ୍ଭେମାନେ ଜାଣିଥାଅ ... ତାହାଙ୍କ ପାଇଁ ।” (ଦେଖ:[[rc://*/ta/man/translate/figs-personification]])