or_tn/1co/10/30.md

1.5 KiB

If I partake of the meal with gratitude, why am I being insulted for that for which I gave thanks?

ବକ୍ତା ଚାହେଁ ଯେ ଶୁଣିବା ଲୋକ ତାହାର ମନର ପ୍ରଶ୍ନର ଉତ୍ତର ନିଜେ ଦେଉ । ବିକଳ୍ପ ଅନୁବାଦ: “ମୁଁ କୃତଜ୍ଞତାର ସହିତ ଭୋଜନ କରିଥାଏ, ସେଥିପାଇଁ ତହିଁ ନିମନ୍ତେ କେହି ମତେ ଅପମାନିତ କରିବା ଉଚିତ୍ ନୁହେଁ ଯହିଁ ନିମନ୍ତେ ମୁଁ ଧନ୍ୟବାଦ ଦେଇଛି ।” (ଦେଖ:rc://*/ta/man/translate/figs-rquestion)

If I partake

ଯାହା କେତେକ କରିନ୍ଥୀୟମାନେ ଚିନ୍ତା କରୁଥାଇ ପାରନ୍ତି ତାହା ଯଦି ପାଉଲ ଉଦ୍ଧୃତ କରୁ ନାହାନ୍ତି, “ମୁଁ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଧନ୍ୟବାଦର ସହ ମାଂସ ଖାଆନ୍ତି । “ଯଦି ଜଣେ ବ୍ୟକ୍ତି ଅଂଶ ଗ୍ରହଣ କରେ” ବା “ଯେତେବେଳେ ଜଣେ ବ୍ୟକ୍ତି ଭୋଜନ କରେ”

with gratitude

ଏବଂ ଏଥିପାଇଁ ଇଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ ବା “ଏବଂ ଯେଉଁ ବ୍ୟକ୍ତି ଏହା ମତେ ଦେଇଥିଲା ତାହାକୁ ଏଥି ନିମନ୍ତେ ଧନ୍ୟବାଦ ଦିଏ”