# If I partake of the meal with gratitude, why am I being insulted for that for which I gave thanks? ବକ୍ତା ଚାହେଁ ଯେ ଶୁଣିବା ଲୋକ ତାହାର ମନର ପ୍ରଶ୍ନର ଉତ୍ତର ନିଜେ ଦେଉ । ବିକଳ୍ପ ଅନୁବାଦ: “ମୁଁ କୃତଜ୍ଞତାର ସହିତ ଭୋଜନ କରିଥାଏ, ସେଥିପାଇଁ ତହିଁ ନିମନ୍ତେ କେହି ମତେ ଅପମାନିତ କରିବା ଉଚିତ୍ ନୁହେଁ ଯହିଁ ନିମନ୍ତେ ମୁଁ ଧନ୍ୟବାଦ ଦେଇଛି ।” (ଦେଖ:[[rc://*/ta/man/translate/figs-rquestion]]) # If I partake ଯାହା କେତେକ କରିନ୍ଥୀୟମାନେ ଚିନ୍ତା କରୁଥାଇ ପାରନ୍ତି ତାହା ଯଦି ପାଉଲ ଉଦ୍ଧୃତ କରୁ ନାହାନ୍ତି, “ମୁଁ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଧନ୍ୟବାଦର ସହ ମାଂସ ଖାଆନ୍ତି । “ଯଦି ଜଣେ ବ୍ୟକ୍ତି ଅଂଶ ଗ୍ରହଣ କରେ” ବା “ଯେତେବେଳେ ଜଣେ ବ୍ୟକ୍ତି ଭୋଜନ କରେ” # with gratitude ଏବଂ ଏଥିପାଇଁ ଇଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ ବା “ଏବଂ ଯେଉଁ ବ୍ୟକ୍ତି ଏହା ମତେ ଦେଇଥିଲା ତାହାକୁ ଏଥି ନିମନ୍ତେ ଧନ୍ୟବାଦ ଦିଏ”