or_tn/1co/10/21.md

1.0 KiB

You cannot drink the cup of the Lord and the cup of demons

ଯେଉଁ ବ୍ୟକ୍ତି ଭୂତମାନଙ୍କ ସହିତ ସମାନ ପାତ୍ରରୁ ପାନ କରେ ସେ ଯେ ଭୂତମାନଙ୍କର ବନ୍ଧୁ ଅଟେ ଏହା ପ୍ରମାଣିତ ହୁଏ ବୋଲି ପାଉଲ କହୁଛନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ଭୂତ ଉଭୟଙ୍କର ବାସ୍ତବ ବନ୍ଧୁ ହେବା ତୁମ୍ଭମାନଙ୍କ ନିମନ୍ତେ ଅସମ୍ଭବ ଅଟେ” (ଦେଖ:rc://*/ta/man/translate/figs-metonymy)

You cannot have fellowship at the table of the Lord and the table of demons

“ପ୍ରଭୁଙ୍କର ଲୋକମାନଙ୍କ ସହିତ ଏବଂ ଭୂତମାନଙ୍କ ସହିତ ଉଭୟଙ୍କର ସହିତ ବାସ୍ତବରେ ଏକ ହେବା ତୁମ୍ଭମାନଙ୍କ ନିମନ୍ତେ ଅସମ୍ଭବ ଅଟେ”