8 lines
1.0 KiB
Markdown
8 lines
1.0 KiB
Markdown
|
# You cannot drink the cup of the Lord and the cup of demons
|
||
|
|
||
|
ଯେଉଁ ବ୍ୟକ୍ତି ଭୂତମାନଙ୍କ ସହିତ ସମାନ ପାତ୍ରରୁ ପାନ କରେ ସେ ଯେ ଭୂତମାନଙ୍କର ବନ୍ଧୁ ଅଟେ ଏହା ପ୍ରମାଣିତ ହୁଏ ବୋଲି ପାଉଲ କହୁଛନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁ ଏବଂ ଭୂତ ଉଭୟଙ୍କର ବାସ୍ତବ ବନ୍ଧୁ ହେବା ତୁମ୍ଭମାନଙ୍କ ନିମନ୍ତେ ଅସମ୍ଭବ ଅଟେ” (ଦେଖ:[[rc://*/ta/man/translate/figs-metonymy]])
|
||
|
|
||
|
# You cannot have fellowship at the table of the Lord and the table of demons
|
||
|
|
||
|
“ପ୍ରଭୁଙ୍କର ଲୋକମାନଙ୍କ ସହିତ ଏବଂ ଭୂତମାନଙ୍କ ସହିତ ଉଭୟଙ୍କର ସହିତ ବାସ୍ତବରେ ଏକ ହେବା ତୁମ୍ଭମାନଙ୍କ ନିମନ୍ତେ ଅସମ୍ଭବ ଅଟେ”
|