or_tn/1co/09/27.md

4 lines
779 B
Markdown

# I myself may not be disqualified
ଏହି ନିଷ୍କ୍ରିୟ ବାକ୍ୟକୁ ସକ୍ରିୟ ବାକ୍ୟରେ କୁହାଯାଇ ପାରିବ । ଦୌଡ ବା କୌଣସି ଏକ ପ୍ରତିଯୋଗିତାର ବିଚାରପତି ସକାଶେ ଇଶ୍ବର ଏକ ରୂପକ ଅଟନ୍ତି । ବିକଳ୍ପ ଅନୁବାଦ: “ବିଚାରପତି ମୋତେ ଅଯୋଗ୍ୟ କରିବେ ନାହିଁ” ବା “ଇଶ୍ବର ମୋତେ ଏହା କହିବେ ନାହିଁ ଯେ ମୁଁ ନିୟମ ପାଳନ କରିବାରେ ବିଫଳ ହୋଇଛି” (ଦେଖ:[[rc://*/ta/man/translate/figs-activepassive]] ଏବଂ [[rc://*/ta/man/translate/figs-metaphor]])