or_tn/1co/09/27.md

779 B

I myself may not be disqualified

ଏହି ନିଷ୍କ୍ରିୟ ବାକ୍ୟକୁ ସକ୍ରିୟ ବାକ୍ୟରେ କୁହାଯାଇ ପାରିବ । ଦୌଡ ବା କୌଣସି ଏକ ପ୍ରତିଯୋଗିତାର ବିଚାରପତି ସକାଶେ ଇଶ୍ବର ଏକ ରୂପକ ଅଟନ୍ତି । ବିକଳ୍ପ ଅନୁବାଦ: “ବିଚାରପତି ମୋତେ ଅଯୋଗ୍ୟ କରିବେ ନାହିଁ” ବା “ଇଶ୍ବର ମୋତେ ଏହା କହିବେ ନାହିଁ ଯେ ମୁଁ ନିୟମ ପାଳନ କରିବାରେ ବିଫଳ ହୋଇଛି” (ଦେଖ:[[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-metaphor]])