or_tn/1co/09/25.md

724 B

a wreath that is perishable ... one that is imperishable

ଏକ ମୁକୁଟ ହେଉଛି ଏକତ୍ର ମୋଡାଯାଇଥିବା ପତ୍ରଗୁଡିକର ସମଷ୍ଟି । କ୍ରୀଡା ଓ ଦୌଡ ପ୍ରତିଯୋଗିତାରେ ବିଜଯୀ ହୋଇଥିବା ଖେଳାଳୀମାନଙ୍କୁ ମୁକୁଟ ପୁରସ୍କାର ଭାବେ ଦିଆଯାଇଥାଏ । ପାଉଲ ଅନନ୍ତ ଜୀବନ ବିଷୟରେ କହନ୍ତି ଯେ ସତେ ଯେମିତି ତାହା ଏକ ଅକ୍ଷୟ ମୁକୁଟ ଯାହା କେବେ ଶୁଖିବ ନାହିଁ । (ଦେଖ:rc://*/ta/man/translate/figs-metaphor)