or_tn/1co/09/25.md

4 lines
724 B
Markdown
Raw Permalink Normal View History

2020-11-19 00:15:53 +00:00
# a wreath that is perishable ... one that is imperishable
ଏକ ମୁକୁଟ ହେଉଛି ଏକତ୍ର ମୋଡାଯାଇଥିବା ପତ୍ରଗୁଡିକର ସମଷ୍ଟି । କ୍ରୀଡା ଓ ଦୌଡ ପ୍ରତିଯୋଗିତାରେ ବିଜଯୀ ହୋଇଥିବା ଖେଳାଳୀମାନଙ୍କୁ ମୁକୁଟ ପୁରସ୍କାର ଭାବେ ଦିଆଯାଇଥାଏ । ପାଉଲ ଅନନ୍ତ ଜୀବନ ବିଷୟରେ କହନ୍ତି ଯେ ସତେ ଯେମିତି ତାହା ଏକ ଅକ୍ଷୟ ମୁକୁଟ ଯାହା କେବେ ଶୁଖିବ ନାହିଁ । (ଦେଖ:[[rc://*/ta/man/translate/figs-metaphor]])