or_tn/1co/09/18.md

1011 B

What then is my reward?

ପାଉଲ ସେମାନଙ୍କୁ ନୂଆ ସୂଚନା ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ଯାହା ସେ ସେମାନଙ୍କୁ ଦେବାପାଇଁ ଯାଉଛନ୍ତି । ବିକଳ୍ପ ଅନୁବାଦ: “ଏହା ମୋର ପୁରସ୍କାର ଅଟେ ।” (ଦେଖ:rc://*/ta/man/translate/figs-rquestion)

That when I preach, I may offer the gospel without charge

ପ୍ରଚାର କରିବାରେ ମୋର ପୁରସ୍କାର ଏହା ଅଟେ ଯେ ମୁଁ ବେତନ ଗ୍ରହଣ ନ କରି ମଧ୍ୟ ପ୍ରଚାର କରି ପାରେ

offer the gospel

ସୁସମାଚାର ପ୍ରଚାର କର

so not take full use of my right in the gospel

ମୁଁ ବୁଲି ବୁଲି ପ୍ରଚାର କରୁଅଛି ବୋଲି ଲୋକମାନଙ୍କଠାରୁ ସାହାଯ୍ୟ ମାଗିବି ନାହିଁ