# What then is my reward? ପାଉଲ ସେମାନଙ୍କୁ ନୂଆ ସୂଚନା ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ଯାହା ସେ ସେମାନଙ୍କୁ ଦେବାପାଇଁ ଯାଉଛନ୍ତି । ବିକଳ୍ପ ଅନୁବାଦ: “ଏହା ମୋର ପୁରସ୍କାର ଅଟେ ।” (ଦେଖ:[[rc://*/ta/man/translate/figs-rquestion]]) # That when I preach, I may offer the gospel without charge ପ୍ରଚାର କରିବାରେ ମୋର ପୁରସ୍କାର ଏହା ଅଟେ ଯେ ମୁଁ ବେତନ ଗ୍ରହଣ ନ କରି ମଧ୍ୟ ପ୍ରଚାର କରି ପାରେ # offer the gospel ସୁସମାଚାର ପ୍ରଚାର କର # so not take full use of my right in the gospel ମୁଁ ବୁଲି ବୁଲି ପ୍ରଚାର କରୁଅଛି ବୋଲି ଲୋକମାନଙ୍କଠାରୁ ସାହାଯ୍ୟ ମାଗିବି ନାହିଁ