or_tn/1co/09/14.md

888 B
Raw Permalink Blame History

get their living from the gospel

ଏଠାରେ “ସୁସମାଚାର” ଏକ ସୂଚକ ଶବ୍ଦ ଅଟେ ୧) ଯେଉଁମାନଙ୍କୁ ସେମାନେ ସୁସମାଚାର ଶୁଣାଇଥାନ୍ତି ଓ ଶିକ୍ଷା ଦେଇଥାନ୍ତି ସେମାନଙ୍କଠାରୁ ସେମାନେ ଖାଦ୍ୟ ଓ ଅନ୍ୟ ଆବଶ୍ୟକ ଜିନିଷ ପାଇଥାନ୍ତି, ବା ) ସୁସମାଚାର ଶୁଣାଇବା କାର୍ଯ୍ୟର ଫଳ ହେଉଛି ତାଙ୍କର ଖାଦ୍ୟ ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷ ଗ୍ରହଣ କରିବା କାରଣ ସେମାନେ ସୁସମାଚାର ପ୍ରଚାର କରିବାର କାର୍ଯ୍ୟ କରୁଛନ୍ତି ।” (ଦେଖ:rc://*/ta/man/translate/figs-metonymy)