or_tn/1co/09/14.md

4 lines
888 B
Markdown
Raw Permalink Normal View History

2020-11-19 00:15:53 +00:00
# get their living from the gospel
ଏଠାରେ “ସୁସମାଚାର” ଏକ ସୂଚକ ଶବ୍ଦ ଅଟେ ୧) ଯେଉଁମାନଙ୍କୁ ସେମାନେ ସୁସମାଚାର ଶୁଣାଇଥାନ୍ତି ଓ ଶିକ୍ଷା ଦେଇଥାନ୍ତି ସେମାନଙ୍କଠାରୁ ସେମାନେ ଖାଦ୍ୟ ଓ ଅନ୍ୟ ଆବଶ୍ୟକ ଜିନିଷ ପାଇଥାନ୍ତି, ବା ) ସୁସମାଚାର ଶୁଣାଇବା କାର୍ଯ୍ୟର ଫଳ ହେଉଛି ତାଙ୍କର ଖାଦ୍ୟ ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷ ଗ୍ରହଣ କରିବା କାରଣ ସେମାନେ ସୁସମାଚାର ପ୍ରଚାର କରିବାର କାର୍ଯ୍ୟ କରୁଛନ୍ତି ।” (ଦେଖ:[[rc://*/ta/man/translate/figs-metonymy]])