or_tn/1co/09/13.md

1.6 KiB

Do you not know that those who serve in the temple get their food from the temple?

ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଯେଉଁମାନେ ମନ୍ଦିରରେ ସେବା କରନ୍ତି ସେମାନେ ମନ୍ଦିରରୁ ଖାଦ୍ୟ ପାଇଥାନ୍ତି ।”(ଦେଖ:rc://*/ta/man/translate/figs-rquestion)

Do you not know that those who serve at the altar share in what is offered on the altar?

ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଯେଉଁମାନେ ବେଦୀରେ ସେବା କରନ୍ତି ସେମାନେ ଲୋକମାନଙ୍କ ଦ୍ବାରା ବେଦୀ ନିକଟରେ ଉତ୍ସର୍ଗୀକୃତ ଖାଦ୍ୟ ଓ ମାଂସର କିଛି ଅଂଶ ପାଇଥାନ୍ତି ।” (ଦେଖ:rc://*/ta/man/translate/figs-rquestion)