8 lines
1.6 KiB
Markdown
8 lines
1.6 KiB
Markdown
|
# Do you not know that those who serve in the temple get their food from the temple?
|
||
|
|
||
|
ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଯେଉଁମାନେ ମନ୍ଦିରରେ ସେବା କରନ୍ତି ସେମାନେ ମନ୍ଦିରରୁ ଖାଦ୍ୟ ପାଇଥାନ୍ତି ।”(ଦେଖ:[[rc://*/ta/man/translate/figs-rquestion]])
|
||
|
|
||
|
# Do you not know that those who serve at the altar share in what is offered on the altar?
|
||
|
|
||
|
ପାଉଲ କରିନ୍ଥୀୟମାନଙ୍କୁ ତାଙ୍କର ଜାଣିଥିବା ବିଷୟ ସ୍ମରଣ କରାଇ ଦେଉଛନ୍ତି ଯେପରିକି ସେ ନୂତନ ତଥ୍ୟ ଯୋଗ କରିପାରିବେ । ବିକଳ୍ପ ଅନୁବାଦ: “ମୁ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଯେଉଁମାନେ ବେଦୀରେ ସେବା କରନ୍ତି ସେମାନେ ଲୋକମାନଙ୍କ ଦ୍ବାରା ବେଦୀ ନିକଟରେ ଉତ୍ସର୍ଗୀକୃତ ଖାଦ୍ୟ ଓ ମାଂସର କିଛି ଅଂଶ ପାଇଥାନ୍ତି ।” (ଦେଖ:[[rc://*/ta/man/translate/figs-rquestion]])
|