or_tn/1co/09/12.md

1.8 KiB

If others exercised ... you, do we not have even more?

ପାଉଲ ଏକ ପ୍ରଶ୍ନ ପଚାରୁଛନ୍ତି ଯଦ୍ବାରା ସେ କ’ଣ କହୁଅଛନ୍ତି ତାହା ସେ ନ କହିବା ସତ୍ବେ କରିନ୍ଥୀୟମାନେ ଚିନ୍ତା କରିପାରିବେ I ଏଠାରେ “ଆମ୍ଭମାନଙ୍କୁ” ପାଉଲ ଏବଂ ବର୍ଣବାକୁ ସୂଚାଏ । ବିକଳ୍ପ ଅନୁବାଦ: “ ଅନ୍ୟମାନେ ବ୍ୟବହାର କଲେ... ତୁମ୍ଭେମାନେ, ତେଣୁ ମୁଁ ନ କହିବା ସତ୍ବେ ତୁମ୍ଭେମାନେ ଜାଣିଅଛ ଯେ ଆମ୍ଭମାନଙ୍କ ନିକଟରେ ଏହି ଅଧିକାର ଅଧିକ ରହିଛି I” (ଦେଖ:[[rc:///ta/man/translate/figs-exclusive]] ଏବଂ [[rc:///ta/man/translate/figs-rquestion]])

If others exercised this right

ପାଉଲ ଏବଂ କରିନ୍ଥୀୟମାନେ ଉଭୟ ଜାଣନ୍ତି ଯେ ଅନ୍ୟମାନେ ତାଙ୍କର ଅଧିକାରକୁ ବ୍ୟବହାର କରୁଛନ୍ତି । “ଯେହେତୁ ଅନ୍ୟମାନେ ଏହି ଅଧିକାରକୁ ବ୍ୟବହାର କରୁଛନ୍ତି”

others

ସୁସମାଚାରର ଅନ୍ୟ କାର୍ଯ୍ୟକାରୀମାନେ

this right

ଯେଉଁମାନେ ସେମାନଙ୍କୁ ସୁସମାଚାର ଶୁଣାଇଛନ୍ତି ସେମାନେ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଜୀବିକା ନିର୍ବାହ ଖର୍ଚ୍ଚ ଦେବା ନିମନ୍ତେ କହିବାର ଅଧିକାର ଅଛି

be a hindrance to

ବୋଝ ହେବା ବା “ପ୍ରସାରଣକୁ ବନ୍ଦ କରିବା”