20 lines
1.8 KiB
Markdown
20 lines
1.8 KiB
Markdown
|
# If others exercised ... you, do we not have even more?
|
||
|
|
||
|
ପାଉଲ ଏକ ପ୍ରଶ୍ନ ପଚାରୁଛନ୍ତି ଯଦ୍ବାରା ସେ କ’ଣ କହୁଅଛନ୍ତି ତାହା ସେ ନ କହିବା ସତ୍ବେ କରିନ୍ଥୀୟମାନେ ଚିନ୍ତା କରିପାରିବେ I ଏଠାରେ “ଆମ୍ଭମାନଙ୍କୁ” ପାଉଲ ଏବଂ ବର୍ଣବାକୁ ସୂଚାଏ । ବିକଳ୍ପ ଅନୁବାଦ: “ ଅନ୍ୟମାନେ ବ୍ୟବହାର କଲେ... ତୁମ୍ଭେମାନେ, ତେଣୁ ମୁଁ ନ କହିବା ସତ୍ବେ ତୁମ୍ଭେମାନେ ଜାଣିଅଛ ଯେ ଆମ୍ଭମାନଙ୍କ ନିକଟରେ ଏହି ଅଧିକାର ଅଧିକ ରହିଛି I” (ଦେଖ:[[rc://*/ta/man/translate/figs-exclusive]] ଏବଂ [[rc://*/ta/man/translate/figs-rquestion]])
|
||
|
|
||
|
# If others exercised this right
|
||
|
|
||
|
ପାଉଲ ଏବଂ କରିନ୍ଥୀୟମାନେ ଉଭୟ ଜାଣନ୍ତି ଯେ ଅନ୍ୟମାନେ ତାଙ୍କର ଅଧିକାରକୁ ବ୍ୟବହାର କରୁଛନ୍ତି । “ଯେହେତୁ ଅନ୍ୟମାନେ ଏହି ଅଧିକାରକୁ ବ୍ୟବହାର କରୁଛନ୍ତି”
|
||
|
|
||
|
# others
|
||
|
|
||
|
ସୁସମାଚାରର ଅନ୍ୟ କାର୍ଯ୍ୟକାରୀମାନେ
|
||
|
|
||
|
# this right
|
||
|
|
||
|
ଯେଉଁମାନେ ସେମାନଙ୍କୁ ସୁସମାଚାର ଶୁଣାଇଛନ୍ତି ସେମାନେ କରିନ୍ଥୀୟ ବିଶ୍ବାସୀମାନଙ୍କୁ ଜୀବିକା ନିର୍ବାହ ଖର୍ଚ୍ଚ ଦେବା ନିମନ୍ତେ କହିବାର ଅଧିକାର ଅଛି
|
||
|
|
||
|
# be a hindrance to
|
||
|
|
||
|
ବୋଝ ହେବା ବା “ପ୍ରସାରଣକୁ ବନ୍ଦ କରିବା”
|