or_tn/1co/09/08.md

932 B

Do I say these things based on human authority?

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ମୁଁ ଏହି ବିଷୟ କେବଳ ମନୁଷ୍ୟର ଅଧିକାରରେ କହୁଛି ।” (ଦେଖ:rc://*/ta/man/translate/figs-rquestion)

Does not the law also say this?

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପରି କାର୍ଯ୍ୟ କରୁଛ ସତେ ଯେମିତି ତୁମ୍ଭେମାନେ ଜାଣି ନାହଁ ଯେ ବ୍ୟବସ୍ଥାରେ ଏହି ପ୍ରକାର ଲେଖାଯାଇଛି ।” (ଦେଖ:rc://*/ta/man/translate/figs-rquestion)