or_tn/1co/09/08.md

8 lines
932 B
Markdown
Raw Permalink Normal View History

2020-11-19 00:15:53 +00:00
# Do I say these things based on human authority?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଭାବୁଛ ଯେ ମୁଁ ଏହି ବିଷୟ କେବଳ ମନୁଷ୍ୟର ଅଧିକାରରେ କହୁଛି ।” (ଦେଖ:[[rc://*/ta/man/translate/figs-rquestion]])
# Does not the law also say this?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପରି କାର୍ଯ୍ୟ କରୁଛ ସତେ ଯେମିତି ତୁମ୍ଭେମାନେ ଜାଣି ନାହଁ ଯେ ବ୍ୟବସ୍ଥାରେ ଏହି ପ୍ରକାର ଲେଖାଯାଇଛି ।” (ଦେଖ:[[rc://*/ta/man/translate/figs-rquestion]])