or_tn/1co/07/27.md

1.5 KiB

General Information:

ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେ ସେମାନଙ୍କର ପ୍ରତି ଜଣକୁ କହୁଛନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେମାନେ"" ଏବଂ ଆଦେଶବାଚକ ""ଚେଷ୍ଟା କର ନାହିଁ"" ଶବ୍ଦଗୁଡିକ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:rc://*/ta/man/translate/figs-you)

Are you married to a wife? Do not ...

ଏକ ସାମ୍ଭାବ୍ୟ ପରିସ୍ଥିତି ସହିତ ପରିଚୟ କରାଇବା ପାଇଁ ପାଉଲ ଏହି ପ୍ରଶ୍ନକୁ ବ୍ୟବହାର କରୁଛନ୍ତି । ଏହି ପ୍ରଶ୍ନର ଅନୁବାଦ “ଯଦି” ବାକ୍ୟ ସହିତ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ବିବାହିତ ଅଟ, ଏପରି କର ନାହି”(ଦେଖ:rc://*/ta/man/translate/figs-rquestion)

Do not seek a divorce

ତାହାକୁ ଛାଡପତ୍ର ଦେବା ପାଇଁ ଚେଷ୍ଟା କର ନାହିଁ ବା ""ତାହାଠାରୁ ଅଲଗା ହେବା ପାଇଁ ଚେଷ୍ଟା କର

do not seek a wife

ବିବାହ କରିବାକୁ ଚେଷ୍ଟା କର ନାହି