or_tn/1co/07/27.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେ ସେମାନଙ୍କର ପ୍ରତି ଜଣକୁ କହୁଛନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେମାନେ"" ଏବଂ ଆଦେଶବାଚକ ""ଚେଷ୍ଟା କର ନାହିଁ"" ଶବ୍ଦଗୁଡିକ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:[[rc://*/ta/man/translate/figs-you]])
# Are you married to a wife? Do not ...
ଏକ ସାମ୍ଭାବ୍ୟ ପରିସ୍ଥିତି ସହିତ ପରିଚୟ କରାଇବା ପାଇଁ ପାଉଲ ଏହି ପ୍ରଶ୍ନକୁ ବ୍ୟବହାର କରୁଛନ୍ତି । ଏହି ପ୍ରଶ୍ନର ଅନୁବାଦ “ଯଦି” ବାକ୍ୟ ସହିତ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ବିବାହିତ ଅଟ, ଏପରି କର ନାହି”(ଦେଖ:[[rc://*/ta/man/translate/figs-rquestion]])
# Do not seek a divorce
ତାହାକୁ ଛାଡପତ୍ର ଦେବା ପାଇଁ ଚେଷ୍ଟା କର ନାହିଁ ବା ""ତାହାଠାରୁ ଅଲଗା ହେବା ପାଇଁ ଚେଷ୍ଟା କର
# do not seek a wife
ବିବାହ କରିବାକୁ ଚେଷ୍ଟା କର ନାହି