12 lines
1.9 KiB
Markdown
12 lines
1.9 KiB
Markdown
# do you know, woman ... you will save your husband ... do you know, man ... you will save your wife
|
|
|
|
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେମାନେ"" ଏବଂ ""ତୁମ୍ଭର"" ଶବ୍ଦ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:[[rc://*/ta/man/translate/figs-you]])
|
|
|
|
# how do you know, woman, whether you will save your husband?
|
|
|
|
ପାଉଲ ଗୋଟିଏ ପ୍ରଶ୍ନ ବ୍ୟବହାର କରି ସେ ଯାହା କହୁଛନ୍ତି ସେ ବିଷୟରେ ମହିଳାମାନଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ଦେଉଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣିପାରିବ ନାହିଁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କର ଅବିଶ୍ବାସୀ ପତିକୁ ରକ୍ଷା କରିବ । (ଦେଖ: [[rc://*/ta/man/translate/figs-rquestion]] )
|
|
|
|
# how do you know, man, whether you will save your wife?
|
|
|
|
ପାଉଲ ଗୋଟିଏ ପ୍ରଶ୍ନ ବ୍ୟବହାର କରି ସେ ଯାହା କହୁଛନ୍ତି ସେ ବିଷୟରେ ପୁରୁଷମାନଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ଦେଉଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣି ପାରିବ ନାହିଁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କର ଅବିଶ୍ବାସିନୀ ପତ୍ନୀକୁ ରକ୍ଷା କରିବ ।
|