or_tn/1co/07/16.md

1.9 KiB

do you know, woman ... you will save your husband ... do you know, man ... you will save your wife

ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ ଯେତେଥର ""ତୁମ୍ଭେମାନେ"" ଏବଂ ""ତୁମ୍ଭର"" ଶବ୍ଦ ବ୍ୟବହାର କରାଯାଇଛି, ସେଗୁଡିକ ଏକବଚନରେ ଅଛି । (ଦେଖ:rc://*/ta/man/translate/figs-you)

how do you know, woman, whether you will save your husband?

ପାଉଲ ଗୋଟିଏ ପ୍ରଶ୍ନ ବ୍ୟବହାର କରି ସେ ଯାହା କହୁଛନ୍ତି ସେ ବିଷୟରେ ମହିଳାମାନଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ଦେଉଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣିପାରିବ ନାହିଁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କର ଅବିଶ୍ବାସୀ ପତିକୁ ରକ୍ଷା କରିବ । (ଦେଖ: rc://*/ta/man/translate/figs-rquestion )

how do you know, man, whether you will save your wife?

ପାଉଲ ଗୋଟିଏ ପ୍ରଶ୍ନ ବ୍ୟବହାର କରି ସେ ଯାହା କହୁଛନ୍ତି ସେ ବିଷୟରେ ପୁରୁଷମାନଙ୍କୁ ଗଭୀର ଭାବରେ ଚିନ୍ତା କରିବାକୁ ଦେଉଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ଜାଣି ପାରିବ ନାହିଁ ଯେ ତୁମ୍ଭେମାନେ ତୁମ୍ଭମାନଙ୍କର ଅବିଶ୍ବାସିନୀ ପତ୍ନୀକୁ ରକ୍ଷା କରିବ ।