or_tn/1co/06/20.md

8 lines
722 B
Markdown

# For you were bought with a price
ଈଶ୍ବର କରିନ୍ଥୀୟମାନଙ୍କୁ ପାପର ଦାସତ୍ବରୁ ସ୍ବାଧିନତା ଦେବା ପାଇଁ ମୂଲ୍ୟ ଦେଇଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଈଶ୍ବର ତୁମ୍ଭମାନଙ୍କର ସ୍ବାଧିନତା ପାଇଁ ମୂଲ୍ୟ ଦେଇଛନ୍ତି । "" (ଦେଖ: [[rc://*/ta/man/translate/figs-activepassive]] )
# Therefore
କାରଣ ମୁଁ ବର୍ତ୍ତମାନ ଯାହା କହିଅଛି ତାହା ସତ୍ୟ ଅଟେ