or_tn/1co/06/20.md

722 B

For you were bought with a price

ଈଶ୍ବର କରିନ୍ଥୀୟମାନଙ୍କୁ ପାପର ଦାସତ୍ବରୁ ସ୍ବାଧିନତା ଦେବା ପାଇଁ ମୂଲ୍ୟ ଦେଇଛନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଈଶ୍ବର ତୁମ୍ଭମାନଙ୍କର ସ୍ବାଧିନତା ପାଇଁ ମୂଲ୍ୟ ଦେଇଛନ୍ତି । "" (ଦେଖ: rc://*/ta/man/translate/figs-activepassive )

Therefore

କାରଣ ମୁଁ ବର୍ତ୍ତମାନ ଯାହା କହିଅଛି ତାହା ସତ୍ୟ ଅଟେ