or_tn/1co/06/16.md

8 lines
965 B
Markdown

# Do you not know that ... her?
କରିନ୍ଥୀୟମାନେ ଜାଣିଥିବା ଏକ ସତ୍ୟକୁ ଗୁରୁତ୍ବ ଦେଇ ପାଉଲ ଶିକ୍ଷା ଦେବା ଆରମ୍ଭ କରିଛନ୍ତି । ""ମୁଁ ତୁମ୍ଭମାନଙ୍କୁ ସ୍ମରଣ କରିଦେବାକୁ ଚାହେଁ ... ତାହାର ।
# he who is joined to a prostitute becomes one flesh with her
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଜଣେ ପୁରୁଷ ନିଜ ଶରୀରକୁ ନେଇ ଜଣେ ବେଶ୍ୟାର ଶରୀର ସହିତ ସଂଯୁକ୍ତ କରେ, ସେତେବେଳେ ସତେ ଯେମିତି ସେମାନଙ୍କ ଶରୀର ଏକ ଶରୀର ହୋଇଯାଏ"" (ଦେଖ:[[rc://*/ta/man/translate/figs-activepassive]])