or_tn/1co/06/16.md

965 B

Do you not know that ... her?

କରିନ୍ଥୀୟମାନେ ଜାଣିଥିବା ଏକ ସତ୍ୟକୁ ଗୁରୁତ୍ବ ଦେଇ ପାଉଲ ଶିକ୍ଷା ଦେବା ଆରମ୍ଭ କରିଛନ୍ତି । ""ମୁଁ ତୁମ୍ଭମାନଙ୍କୁ ସ୍ମରଣ କରିଦେବାକୁ ଚାହେଁ ... ତାହାର ।

he who is joined to a prostitute becomes one flesh with her

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେତେବେଳେ ଜଣେ ପୁରୁଷ ନିଜ ଶରୀରକୁ ନେଇ ଜଣେ ବେଶ୍ୟାର ଶରୀର ସହିତ ସଂଯୁକ୍ତ କରେ, ସେତେବେଳେ ସତେ ଯେମିତି ସେମାନଙ୍କ ଶରୀର ଏକ ଶରୀର ହୋଇଯାଏ"" (ଦେଖ:rc://*/ta/man/translate/figs-activepassive)