or_tn/1co/06/09.md

2.2 KiB
Raw Permalink Blame History

Do you not know that

ପାଉଲ ଜୋର ଦେଇ କହୁଛନ୍ତି ଯେ ସେମାନେ ଏହି ସତ୍ୟକୁ ଏପର୍ଯ୍ୟନ୍ତ ଜାଣିନେବା ଉଚିତ୍ । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ତାହା ଜାଣିଅଛ

inherit

ବିଶ୍ବାସୀମାନଙ୍କୁ ଇଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତହେବା, ପରିବାରର କୌଣସି ଏକ ସଦସ୍ୟଠାରୁ ଧନ ସଂପତ୍ତି ପାଇବା ପରି । (ଦେଖ: rc://*/ta/man/translate/figs-metaphor )

inherit the kingdom of God

ବିଚାର ସମୟରେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣିତ କରିବେ ନାହିଁ ଓ ସେମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ ନାହିଁ ।

male prostitutes, those who practice homosexuality

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)ଏହା ସବୁ ସମଲୈଙ୍ଗୀକ ଗତିବିଧି ପାଇଁ ଏକ ବିଲହ ଅଟେ ଓ )ପାଉଲ ଦୁଇଟି ଅଲଗା ଅଲଗା ଗତିବିଧିଗୁଡିକର ନାମକରଣ କରିଛନ୍ତି

male prostitutes

ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବାକୁ ଅନୁମତି ଦିଅନ୍ତି ) ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବା ପାଇଁ ଅର୍ଥ ଦିଅନ୍ତି ବା ୩) ଧାର୍ମିକ ବିଧିର ଅଂଶ ଭାବରେ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବାକୁ ଦିଅନ୍ତି

those who practice homosexuality

ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଶୟନ କରନ୍ତି