or_tn/1co/06/09.md

24 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Do you not know that
ପାଉଲ ଜୋର ଦେଇ କହୁଛନ୍ତି ଯେ ସେମାନେ ଏହି ସତ୍ୟକୁ ଏପର୍ଯ୍ୟନ୍ତ ଜାଣିନେବା ଉଚିତ୍ । ବିକଳ୍ପ ଅନୁବାଦ: ""ତୁମ୍ଭେମାନେ ତାହା ଜାଣିଅଛ
# inherit
ବିଶ୍ବାସୀମାନଙ୍କୁ ଇଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତହେବା, ପରିବାରର କୌଣସି ଏକ ସଦସ୍ୟଠାରୁ ଧନ ସଂପତ୍ତି ପାଇବା ପରି । (ଦେଖ: [[rc://*/ta/man/translate/figs-metaphor]] )
# inherit the kingdom of God
ବିଚାର ସମୟରେ ଈଶ୍ବର ସେମାନଙ୍କୁ ଧାର୍ମିକ ବୋଲି ଗଣିତ କରିବେ ନାହିଁ ଓ ସେମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ ନାହିଁ ।
# male prostitutes, those who practice homosexuality
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧)ଏହା ସବୁ ସମଲୈଙ୍ଗୀକ ଗତିବିଧି ପାଇଁ ଏକ ବିଲହ ଅଟେ ଓ )ପାଉଲ ଦୁଇଟି ଅଲଗା ଅଲଗା ଗତିବିଧିଗୁଡିକର ନାମକରଣ କରିଛନ୍ତି
# male prostitutes
ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି ୧) ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବାକୁ ଅନୁମତି ଦିଅନ୍ତି ) ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବା ପାଇଁ ଅର୍ଥ ଦିଅନ୍ତି ବା ୩) ଧାର୍ମିକ ବିଧିର ଅଂଶ ଭାବରେ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କୁ ସେମାନଙ୍କ ସହିତ ଶୋଇବାକୁ ଦିଅନ୍ତି
# those who practice homosexuality
ଯେଉଁ ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଶୟନ କରନ୍ତି