or_tn/1co/06/06.md

980 B

But as it stands

କିନ୍ତୁ ବର୍ତ୍ତମାନ ଏହା ଯେଉଁ ପ୍ରକାରେ ଅଛି ବା ""କିନ୍ତୁ ଏହା ବଦଳରେ

one believer goes to court against another believer, and that case is placed before a judge who is an unbeliever

ଯେଉଁ ବିଶ୍ବାସୀମାନଙ୍କର ପରସ୍ପର ସହିତ ବିବାଦ ଅଛି ସେମାନେ ତାଙ୍କର ବିବାଦଗୁଡିକର ନିଷ୍ପତ୍ତି କରିବା ପାଇଁ ଅବିଶ୍ବାସୀ ବିଚାରପତିଙ୍କ ନିକଟକୁ ଯାଉଛନ୍ତି

that case is placed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଜଣେ ବିଶ୍ବାସୀ ସେହି ବିଷୟ ସମର୍ପଣ କରିଥାଏ"" (ଦେଖ:rc://*/ta/man/translate/figs-activepassive)