# But as it stands କିନ୍ତୁ ବର୍ତ୍ତମାନ ଏହା ଯେଉଁ ପ୍ରକାରେ ଅଛି ବା ""କିନ୍ତୁ ଏହା ବଦଳରେ # one believer goes to court against another believer, and that case is placed before a judge who is an unbeliever ଯେଉଁ ବିଶ୍ବାସୀମାନଙ୍କର ପରସ୍ପର ସହିତ ବିବାଦ ଅଛି ସେମାନେ ତାଙ୍କର ବିବାଦଗୁଡିକର ନିଷ୍ପତ୍ତି କରିବା ପାଇଁ ଅବିଶ୍ବାସୀ ବିଚାରପତିଙ୍କ ନିକଟକୁ ଯାଉଛନ୍ତି # that case is placed ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଜଣେ ବିଶ୍ବାସୀ ସେହି ବିଷୟ ସମର୍ପଣ କରିଥାଏ"" (ଦେଖ:[[rc://*/ta/man/translate/figs-activepassive]])