or_tn/mrk/09/26.md

20 lines
940 B
Markdown
Raw Permalink Normal View History

2020-11-19 00:15:53 +00:00
# It cried out
ଅଶୁଚି ଆତ୍ମା ଚିତ୍କାର କଲା
# convulsed the boy greatly
ଅତ୍ୟନ୍ତ ମୋଡି ପକାଇଲା
# came out
ଏହା ସୁଚିତ କରେ ଯେ ଆତ୍ମା ବାଳକଠାରୁ ବାହାରି ଗଲା I ଅନ୍ୟଏକ ଅନୁବାଦରେ: “ବାଳକଠାରୁ ବାହାରିଗଲା” (ଦେଖ: [[rc://*/ta/man/translate/figs-explicit]])
# The boy looked like one who was dead
ବାଳକର ଉପସ୍ଥିତି ମୃତ ବ୍ୟକ୍ତି ସହିତ ତୁଳନା କରା ଯାଇଛି I ଅନ୍ୟଏକ ଅନୁବାଦରେ: “ ବାଳକଟି ମଲା ପରି ହୋଇଗଲା” କିମ୍ବା “ପିଲାଟି ମୃତ ବ୍ୟକ୍ତି ପରି ହୋଇଗଲା” (ଦେଖ: [[rc://*/ta/man/translate/figs-simile]])
# so that many
ଏଣୁ ଅନେକ ଲୋକ