# It cried out ଅଶୁଚି ଆତ୍ମା ଚିତ୍କାର କଲା # convulsed the boy greatly ଅତ୍ୟନ୍ତ ମୋଡି ପକାଇଲା # came out ଏହା ସୁଚିତ କରେ ଯେ ଆତ୍ମା ବାଳକଠାରୁ ବାହାରି ଗଲା I ଅନ୍ୟଏକ ଅନୁବାଦରେ: “ବାଳକଠାରୁ ବାହାରିଗଲା” (ଦେଖ: [[rc://*/ta/man/translate/figs-explicit]]) # The boy looked like one who was dead ବାଳକର ଉପସ୍ଥିତି ମୃତ ବ୍ୟକ୍ତି ସହିତ ତୁଳନା କରା ଯାଇଛି I ଅନ୍ୟଏକ ଅନୁବାଦରେ: “ ବାଳକଟି ମଲା ପରି ହୋଇଗଲା” କିମ୍ବା “ପିଲାଟି ମୃତ ବ୍ୟକ୍ତି ପରି ହୋଇଗଲା” (ଦେଖ: [[rc://*/ta/man/translate/figs-simile]]) # so that many ଏଣୁ ଅନେକ ଲୋକ