940 B
940 B
It cried out
ଅଶୁଚି ଆତ୍ମା ଚିତ୍କାର କଲା
convulsed the boy greatly
ଅତ୍ୟନ୍ତ ମୋଡି ପକାଇଲା
came out
ଏହା ସୁଚିତ କରେ ଯେ ଆତ୍ମା ବାଳକଠାରୁ ବାହାରି ଗଲା I ଅନ୍ୟଏକ ଅନୁବାଦରେ: “ବାଳକଠାରୁ ବାହାରିଗଲା” (ଦେଖ: rc://*/ta/man/translate/figs-explicit)
The boy looked like one who was dead
ବାଳକର ଉପସ୍ଥିତି ମୃତ ବ୍ୟକ୍ତି ସହିତ ତୁଳନା କରା ଯାଇଛି I ଅନ୍ୟଏକ ଅନୁବାଦରେ: “ ବାଳକଟି ମଲା ପରି ହୋଇଗଲା” କିମ୍ବା “ପିଲାଟି ମୃତ ବ୍ୟକ୍ତି ପରି ହୋଇଗଲା” (ଦେଖ: rc://*/ta/man/translate/figs-simile)
so that many
ଏଣୁ ଅନେକ ଲୋକ