translationCore-Create-BCS_.../en_tn_64-2JN.tsv

23 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
22JN11ma4cfigs-you0General Information:ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://en/ta/man/translate/figs-you]] ଏବଂ[[rc://en/ta/man/translate/figs-inclusive]])
32JN11z4tkfigs-explicitὁ πρεσβύτερος; ἐκλεκτῇ κυρίᾳ καὶ τοῖς τέκνοις αὐτῆς1From the elder to the chosen lady and her childrenଏହି ପ୍ରକାରେ ପତ୍ରଗୁଡିକ ଆରମ୍ଭ ହେଲା । ଲେଖକଙ୍କ ନାମକୁ ସୁସ୍ପଷ୍ଟ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ମୁଁ, ପ୍ରାଚୀନ ଯୋହନ, ମାନୋନୀତା ମହିଳା ଓ ତାହାଙ୍କ ସନ୍ତାନଗଣଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” (ଦେଖ:[[rc://en/ta/man/translate/figs-explicit]])
42JN11z9f1ὁ πρεσβύτερος1the elderଏହା ଯୋହନଙ୍କୁ, ପ୍ରେରିତ ଓ ଯୀଶୁଙ୍କ ଶିଷ୍ୟ ହେବା ସୁଚିତ କରେ । ସେ ଆପଣାକୁ ଜଣେ “ପ୍ରାଚୀନ” ସ୍ବରୁପ ଉଲ୍ଲେଖ କରନ୍ତି, କାରଣ ତାହାଙ୍କ ବୃଦ୍ଧ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧକ୍ଷ ଅଟନ୍ତି ।
52JN11y7hwfigs-metaphorἐκλεκτῇ κυρίᾳ καὶ τοῖς τέκνοις αὐτῆς1to the chosen lady and her childrenଏହା ସମ୍ଭବତଃ ଏକ ମଣ୍ଡଳୀକୁ ଏବଂ ବିଶ୍ବାସୀମାନଙ୍କୁ ସୁଚିତ କରେ ଯେ ଏହି ମଣ୍ଡଳୀରୁ ଅଟନ୍ତି । (ଦେଖ:[[rc://en/ta/man/translate/figs-metaphor]])
62JN13vpl9guidelines-sonofgodprinciplesΠατρός ... Υἱοῦ1Father ... Sonଏହିଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସର୍ମ୍ପକକୁ ବର୍ଣ୍ଣନା କରେ । (ଦେଖ:[[rc://en/ta/man/translate/guidelines-sonofgodprinciples]])
72JN13w6trfigs-hendiadysἐν ἀληθείᾳ καὶ ἀγάπῃ1in truth and love“ସତ୍ୟ” ଶବ୍ଦଟି “ପ୍ରେମ” କୁ ବର୍ଣ୍ଣନା କରେ। ସମ୍ଭବତଃ ଏହାର ଅର୍ଥ “ସତ୍ୟ ପ୍ରେମରେ” ଅଟେ । (ଦେଖ୍:[[rc://en/ta/man/translate/figs-hendiadys]])
82JN14ir6vfigs-youτῶν τέκνων σου1your children“ତୁମ୍ଭର” ଶବ୍ଦଟି ଏକବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
92JN14s7hrκαθὼς ἐντολὴν ἐλάβομεν παρὰ τοῦ Πατρός1just as we have received this commandment from the Fatherଯେପରି ପିତା ଈଶ୍ବର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି
102JN15c9xifigs-youσε, κυρία ... γράφων σοι1you, lady ... writing to youଏହି ଦୃଷ୍ଟାନ୍ତରେ “ତୁମ୍ଭେ” ଏକବଚନ ଅଟନ୍ତି । (ଦେଖ:[[rc://en/ta/man/translate/figs-you]])
112JN15u38fοὐχ ὡς ἐντολὴν καινὴν γράφων σοι1not as though I were writing to you a new commandmentଯଦିୟ ଏପରି ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ କିଛି ନୁତନ ବିଷୟ କରିବାକୁ ଆଜ୍ଞା ଦେଉଅଛି
122JN15uhs8figs-explicitἀλλὰ ἣν εἴχαμεν ἀπ’ ἀρχῆς1but one that we have had from the beginningଏଠାରେ, “ଆଦ୍ୟ” ଶଦ୍ଦଟି “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯାହା କରିବାକୁ ଆଜ୍ଞା ଦେଇଅଛନ୍ତି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ । (ଦେଖ୍:[[rc://en/ta/man/translate/figs-explicit]])
132JN15vmm8ἀρχῆς, ἵνα ἀγαπῶμεν ἀλλήλους1beginning—that we should love one anotherଏହା ଏକ ନୂଆ ବାକ୍ୟ ସଦୃଶ ଅନୁବାଦ କରାଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଆଦ୍ୟ” । ସେ ଆଜ୍ଞା ଦେଇଅଛନ୍ତି ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍”
142JN16nw4gfigs-metaphorαὕτη ἡ ἐντολή ἐστιν, καθὼς ἠκούσατε ἀπ’ ἀρχῆς, ἵνα ἐν αὐτῇ περιπατῆτε1This is the commandment, just as you heard from the beginning, that you should walk in itଈଶ୍ବରଙ୍କ ଅଜ୍ଞା ଅନୁସାରେ ଆମ୍ଭମାନଙ୍କ ଜୀବନକୁ ପରିଚାଳନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ଆମ୍ଭେମାନେ ସେମାନଙ୍କ ସହିତ ଚାଲୁଥିଲୁ । “ଏହା” ଶବ୍ଦଟି ପ୍ରେମକୁ ଦର୍ଶାଏ । “ଏବଂ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି, ଯେହେତୁ ତୁମ୍ଭେମାନେ ପ୍ରଥମେ ବିଶ୍ବାସ କଲ, ପରସ୍ପରକୁ ପ୍ରେମ କରିବା ନିମନ୍ତେ” (ଦେଖ:[[rc://en/ta/man/translate/figs-metaphor]])
152JN17u3vi0Connecting Statement:ଯୋହନ ସେମାନଙ୍କୁ ପ୍ରବଞ୍ଚକମାନଙ୍କ ବିଷୟରେ ଚେତାବନୀ ଦିଅନ୍ତି, ଖ୍ରୀଷ୍ଟଙ୍କ ଶିକ୍ଷାରେ ଲାଗି ରହିବା ନିମନ୍ତେ ସେମାନଙ୍କୁ ସ୍ମରଣ କରାନ୍ତି, ଏବଂ ସେମାନଙ୍କଠାରୁ ଦୁରରେ ରହିବା ନିମନ୍ତେ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଚାଲନ୍ତି ନାହିଁ।
162JN17w25mὅτι πολλοὶ πλάνοι ἐξῆλθαν εἰς τὸν κόσμον1For many deceivers have gone out into the worldକରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି”
172JN17f9e2πολλοὶ πλάνοι1many deceiversଅନେକ ଭଣ୍ଡ ଶିକ୍ଷକମାନେ ବା “ଅନେକ ପ୍ରବଞ୍ଚକମାନେ”
182JN17x8ylfigs-metonymyἸησοῦν Χριστὸν ἐρχόμενον ἐν σαρκί1Jesus Christ came in the fleshଦେହବନ୍ତ ହେବା ଜଣେ ପ୍ରକୃତ ବ୍ୟକ୍ତି ନିମନ୍ତେ ଏକ ସୂଚକ ବାକ୍ୟ ଅଟେ । ଅନ୍ୟ ଏକ ଅନୁବାଦରେ: “ଯୀଶୁଖ୍ରୀଷ୍ଟ ଜଣେ ପ୍ରକୃତ ମାନବ ରୂପରେ ଅବତିର୍ଣ ହେଲେ” (ଦେଖ:[[rc://en/ta/man/translate/figs-metonymy]])
192JN17wbp6οὗτός ἐστιν ὁ πλάνος καὶ ὁ ἀντίχριστος1This is the deceiver and the antichristସେମାନେ କେବଳ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି ଏବଂ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି
202JN18it9tβλέπετε ἑαυτούς1Look to yourselvesଜାଗି ରୁହ ବା “ଧ୍ୟାନ ଦିଅ”
212JN18b91rἀπολέσητε ἃ1lose the thingsସ୍ବର୍ଗରେ ତୁମ୍ଭମାନଙ୍କ ଭବିଷ୍ବତ ପୁରସ୍କାର ହରାଇବ
222JN18eu46μισθὸν πλήρη1full rewardସ୍ବର୍ଗରେ ନିତାନ୍ତ ପୁରସ୍କାର ଅଛି
232JN19mn3vπᾶς ὁ προάγων1Whoever goes on aheadଏହା ଜଣେ ବ୍ୟକ୍ତିଙ୍କୁ ସୁଚିତ କରେ ଯେ ଈଶ୍ବର ଓ ସତ୍ୟ ବିଷୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣିବା ଦାବି କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଈଶ୍ବରଙ୍କ ବିଷୟରେ ଅଧିକ ଜାଣିବା ଦାବି କରେ” ବା “ଯେକେହି ସତ୍ୟକୁ ଅବଜ୍ଞା କରେ”
242JN19xty9Θεὸν οὐκ ἔχει1does not have Godସେ ଈଶ୍ବରଙ୍କଠାରୁ ଜାତ ନୁହେ
252JN19x523ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει1The one who remains in the teaching, this one has both the Father and the Sonଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି
262JN19k8cvguidelines-sonofgodprinciplesτὸν Πατέρα καὶ τὸν Υἱὸν1the Father and the Sonଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:[[rc://en/ta/man/translate/guidelines-sonofgodprinciples]])
272JN110ls1cλαμβάνετε αὐτὸν εἰς οἰκίαν1receive him into your houseଏଠାରେ ଏହାର ଅର୍ଥ ଯେ ତାହାକୁ ସ୍ବାଗତ କରିବା ଏବଂ ତାହାଙ୍କ ସହିତ ସର୍ମ୍ପକ ସ୍ଥାପନ କରିବା ନିମନ୍ତେ ତାହାଙ୍କୁ ସମ୍ମାନର ସହିତ ଆତିଥ୍ୟ କରିବା ।
282JN111n7ztκοινωνεῖ τοῖς ἔργοις αὐτοῦ τοῖς πονηροῖς1participates in his evil deedsତାହାଙ୍କ ମନ୍ଦ କାର୍ଯ୍ୟରେ ତାହାଙ୍କ ସହିତ ଅଂଶୀ ହେବା କିମ୍ବା “ତାହାଙ୍କୁ ମନ୍ଦ କାର୍ଯ୍ୟ କରିବାରେ ସାହାଯ୍ୟ କରିବା”
292JN112nx77figs-you0General Information:୧୨ ପଦରେ “ତୁମେ” ଶବ୍ଦଟି ଏକବଚନ ଅଟେ । ୧୩ ପଦରେ “ତୁମ୍ଭର” ଶବ୍ଦଟି ବହୁବଚନ ଅଟେ । (ଦେଖ:[[rc://en/ta/man/translate/figs-you]])
302JN112y4gw0Connecting Statement:ଯୋହନଙ୍କ ପତ୍ର ସେମାନଙ୍କୁ ସାକ୍ଷାତ କରିବାର ଅଭିଳାଷ କରି ସମାପ୍ତ ହୁଏ ଏବଂ ଅନ୍ୟ ଏକ ମଣ୍ଡଳୀଠାରୁ ଶୁଭେଚ୍ଛା ଜଣାଏ ।
312JN112gq26οὐκ ἐβουλήθην διὰ χάρτου καὶ μέλανος1I did not wish to write them with paper and inkଯୋହନ ଅନ୍ୟ ବିଷୟଗୁଡିକ ଲେଖିବାକୁ ଇଚ୍ଛା କରନ୍ତି ନାହିଁ କିନ୍ତୁ ସେ ସେମାନଙ୍କ ନିକଟକୁ ଯାଇ ସେହି କଥା କହିବାକୁ ଚାହାନ୍ତି । ସେ ଏହା କହୁ ନାହାନ୍ତି ଯେ ସେ ସେମାନଙ୍କୁ କାଗଜ ଓ କଲମରେ ନଲେଖି ଅନ୍ୟ କୌଣସି ବିଷୟରେ ଲେଖିବେ ।
322JN112v4v2figs-idiomστόμα πρὸς στόμα λαλῆσαι1speak face to faceଏଠାରେ ମୁଖାମୁଖି ଶଦ୍ଦଟି ଏକ ଋଢୀ ଅଟେ, ଯାହାର ଅର୍ଥ ସେମାନଙ୍କ ଉପସ୍ଥିତିରେ କଥା ହେବା ବା କହିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଉପସ୍ଥିତିରେ କଥାବାର୍ତ୍ତା କରିବା” କିମ୍ବା “ବ୍ୟକ୍ତିଗତଭାବେ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରିବା” (ଦେଖ:[[rc://en/ta/man/translate/figs-idiom]]) 2JN 1 13 fh6j figs-metaphor τὰ τέκνα τῆς ἀδελφῆς σου τῆς ἐκλεκτῆς 1 The children of your chosen sister ଏଠାରେ ଯୋହନ ଅନ୍ୟ ମଣ୍ଡଳୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେଗୁଡ଼ିକ ଏହି ପତ୍ରର ପାଠକମାନଙ୍କ ମଣ୍ଡଳୀର ଜଣେ ଭଗିନୀ ଥିଲେ ଏବଂ ବିଶ୍ବାସୀମାନେ ସେହି ମଣ୍ଡଳୀର ଏକ ଅଂଶ ଥିଲେ ଯେପରିକି ସେମାନେ ସେହି ମଣ୍ଡଳୀର ସନ୍ତାନଗଣ ଥିଲେ । ଏହା ଗୁରୁତ୍ବାରୋପ କରେ ଯେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି. (ଦେଖ:[[rc://en/ta/man/translate/figs-metaphor]])