2JN 1 3 w6tr figs-hendiadys ἐν ἀληθείᾳ καὶ ἀγάπῃ 1 in truth and love “ସତ୍ୟ” ଶବ୍ଦଟି “ପ୍ରେମ” କୁ ବର୍ଣ୍ଣନା କରେ। ସମ୍ଭବତଃ ଏହାର ଅର୍ଥ “ସତ୍ୟ ପ୍ରେମରେ” ଅଟେ । (ଦେଖ୍:[[rc://en/ta/man/translate/figs-hendiadys]])
2JN 1 4 ir6v figs-you τῶν τέκνων σου 1 your children “ତୁମ୍ଭର” ଶବ୍ଦଟି ଏକବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
2JN 1 4 s7hr καθὼς ἐντολὴν ἐλάβομεν παρὰ τοῦ Πατρός 1 just as we have received this commandment from the Father ଯେପରି ପିତା ଈଶ୍ବର ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି
2JN 1 5 c9xi figs-you σε, κυρία ... γράφων σοι 1 you, lady ... writing to you ଏହି ଦୃଷ୍ଟାନ୍ତରେ “ତୁମ୍ଭେ” ଏକବଚନ ଅଟନ୍ତି । (ଦେଖ:[[rc://en/ta/man/translate/figs-you]])
2JN 1 5 u38f οὐχ ὡς ἐντολὴν καινὴν γράφων σοι 1 not as though I were writing to you a new commandment ଯଦିୟ ଏପରି ନୁହେଁ ଯେ ମୁଁ ତୁମ୍ଭମାନଙ୍କୁ କିଛି ନୁତନ ବିଷୟ କରିବାକୁ ଆଜ୍ଞା ଦେଉଅଛି
2JN 1 5 uhs8 figs-explicit ἀλλὰ ἣν εἴχαμεν ἀπ’ ἀρχῆς 1 but one that we have had from the beginning ଏଠାରେ, “ଆଦ୍ୟ” ଶଦ୍ଦଟି “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଯାହା କରିବାକୁ ଆଜ୍ଞା ଦେଇଅଛନ୍ତି ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ । (ଦେଖ୍:[[rc://en/ta/man/translate/figs-explicit]])
2JN 1 5 vmm8 ἀρχῆς, ἵνα ἀγαπῶμεν ἀλλήλους 1 beginning—that we should love one another ଏହା ଏକ ନୂଆ ବାକ୍ୟ ସଦୃଶ ଅନୁବାଦ କରାଯାଇ ପାରିବ । ଅନ୍ୟ ଏକ ଅନୁବାଦରେ: “ଆଦ୍ୟ” । ସେ ଆଜ୍ଞା ଦେଇଅଛନ୍ତି ଯେ ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍”
2JN 1 6 nw4g figs-metaphor αὕτη ἡ ἐντολή ἐστιν, καθὼς ἠκούσατε ἀπ’ ἀρχῆς, ἵνα ἐν αὐτῇ περιπατῆτε 1 This is the commandment, just as you heard from the beginning, that you should walk in it ଈଶ୍ବରଙ୍କ ଅଜ୍ଞା ଅନୁସାରେ ଆମ୍ଭମାନଙ୍କ ଜୀବନକୁ ପରିଚାଳନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ଆମ୍ଭେମାନେ ସେମାନଙ୍କ ସହିତ ଚାଲୁଥିଲୁ । “ଏହା” ଶବ୍ଦଟି ପ୍ରେମକୁ ଦର୍ଶାଏ । “ଏବଂ ସେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି, ଯେହେତୁ ତୁମ୍ଭେମାନେ ପ୍ରଥମେ ବିଶ୍ବାସ କଲ, ପରସ୍ପରକୁ ପ୍ରେମ କରିବା ନିମନ୍ତେ” (ଦେଖ:[[rc://en/ta/man/translate/figs-metaphor]])
2JN 1 7 w25m ὅτι πολλοὶ πλάνοι ἐξῆλθαν εἰς τὸν κόσμον 1 For many deceivers have gone out into the world କରଣ ଅନେକ ଭଣ୍ଡ ଶିକ୍ଷକମାନେ ମଣ୍ଡଳୀକୁ ପରିତ୍ୟାଗ କରିଛନ୍ତି କିମ୍ବା “ କାରଣ ଅନେକ ପ୍ରବଞ୍ଚକମାନେ ଜଗତରେ ଅଛନ୍ତି”
2JN 1 9 xty9 Θεὸν οὐκ ἔχει 1 does not have God ସେ ଈଶ୍ବରଙ୍କଠାରୁ ଜାତ ନୁହେ
2JN 1 9 x523 ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει 1 The one who remains in the teaching, this one has both the Father and the Son ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁକରଣ କରନ୍ତି ଉଭୟ ପିତା ଓ ପୁତ୍ରଙ୍କଠାରୁ ଜାତ ଅଟନ୍ତି
2JN 1 9 k8cv guidelines-sonofgodprinciples τὸν Πατέρα καὶ τὸν Υἱὸν 1 the Father and the Son ଏଗୁଡିକ ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସଂର୍ମ୍ପକକୁ ବର୍ଣ୍ଣନା କରନ୍ତି । (ଦେଖ:[[rc://en/ta/man/translate/guidelines-sonofgodprinciples]])
2JN 1 10 ls1c λαμβάνετε αὐτὸν εἰς οἰκίαν 1 receive him into your house ଏଠାରେ ଏହାର ଅର୍ଥ ଯେ ତାହାକୁ ସ୍ବାଗତ କରିବା ଏବଂ ତାହାଙ୍କ ସହିତ ସର୍ମ୍ପକ ସ୍ଥାପନ କରିବା ନିମନ୍ତେ ତାହାଙ୍କୁ ସମ୍ମାନର ସହିତ ଆତିଥ୍ୟ କରିବା ।