translationCore-Create-BCS_.../Stage 1/or_tn_65-3JN.tsv

48 lines
20 KiB
Plaintext
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

Book Chapter Verse ID SupportReference OrigQuote Occurrence GLQuote OccurrenceNote
3JN front intro kwv9 0 "# ୩ ଯୋହନର ପରିଚୟ
## ଭାଗ ୧: ସାମାନ୍ୟ ପରିଚୟ

### ୩ ଯୋହନର ରୂପରେଖା

୧. ପରିଚୟ
(୧:୧)
୧. ଉସ୍ଚାହ ଏବଂ ଆତିଥ୍ୟ ଦେଖାଇବାକୁ ନିର୍ଦେଶ (୧:-୮)
୧: ଦିୟତ୍ରଫା ଏବଂ ଦୀମାତ୍ରିୟ (୧:୯-୧୨)
୧. ଉପସଂହାର (୧:୧୩-୧୪)

### ୩ ଯୋହନ ପୁସ୍ତକ କିଏ ଲେଖିଲେ?

ପତ୍ର ଲେଖକକଂ ନାମ ଦେଇ ନାହିଁ. ଲେଖକ କେବଳ ନିଜର “ବରିଷ୍ଠ” ରୂପରେ ପରିଚୟ ଦିଅନ୍ତି (୧:୧). ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନ ନିଜ ଜୀବନର ଅନ୍ତିମ ସମୟରେ ଲେଖିଥିଲେ.

### ୩ ଯୋହନର ପୁସ୍ତକ କଣ ଅଟେ? ଯୋହନ ଏହି ପତ୍ର ଏକ ବିଶ୍ବାସୀ ନାମକ ଗାୟକୁ ଲେଖିଲେ. ସେ ଗାୟକୁ ନିଜର କ୍ଷେତ୍ରରୁ ଯାତ୍ରା କରୁଥିବା ସଠି ବିଶ୍ବାସୀମାନଂକ ପାଇଁ ଆତିଥ୍ୟ କରିବାକୁ ନିର୍ଦେଶ ଦେଲେ.

### ଏହି ପୁସ୍ତକର ଶୀର୍ଷକର ଅନୁବାଦ କେମତି କରାଯିବା ଉଚିତ୍?

ଅନୁବାଦକ ଏହାର ପାମରମ୍ପରିକ ଶୀର୍ଷକ “୩ ଯୋହନ” ଓ “ତୃତୀୟ ଯୋହନ” ଦ୍ବାରା ଏହି ପୁସ୍ତକକୁ ଡାକିବା ପାଇଁ ବାଛି ପାରିବା ଓ ସେମାନେ ଏକ ସ୍ପଷ୍ଟ ଶୀର୍ଷକ ବାଛି ପାରିବେ, ଯେମିତିକି “ଯୋହନକଂ ଠାରୁ ତୃତୀୟ ପତ୍ର” ଓ “ତୃତୀୟ ପତ୍ର ଯୋହନ ଲେଖିଲେ”. (ଦେଖ: [[rc://en/ta/man/translate/translate-names]])

## ଭାଗ : ମହତୋପୁର୍ଣ୍ଣ ଧାର୍ମିକ ଏବଂ ସଂସ୍କୃତିକ ଧାରଣାଗୁଡିକ

### ଆତିଥ୍ୟ କଣ?

ପ୍ରାଚୀନ ପୁର୍ବ ନିକଟରେ ଆତିଥ୍ୟ ଏକ ମହାତୋପୁର୍ଣ୍ଣ ଧାରଣା ଥିଲା. ବିଦେଶୀୟମାନଂକ ଓ ବାହାରଲୋକକଂ ପ୍ରତି ମିତ୍ରତା ହେବା ମହତପୁର୍ଣ୍ଣ ଧାରଣା ଥିଲା ଏବଂ ଯଦି ସେମାନଂକୁ ଏହାର ଆବଶ୍ୟକତା ହେବ ସେମାନଂକୁ ସାହାଯ୍ୟ ପ୍ରଦାନ କରାଯିବ. ଯୋହନରେ, ଯୋହନ ମିଥ୍ୟା ଶିକ୍ଷକମାନଂକୁ ଆତିଥ୍ୟ ଦେଖାଇବା ପାଇଁ ଖ୍ରୀଷ୍ଟିୟାନମାନଂକୁ ହତଉଶ୍ଚାହ କରିଲେ. ୩ ଯୋହନରେ, ଯୋହନ ବିଶ୍ବାସଯୋଗ୍ୟ ଶିକ୍ଷକମାନଂକୁ ଆତିଥ୍ୟ ଦେଖାଇବାକୁ ପ୍ରୋଶ୍ଚାହନ କଲେ.

## ଭାଗ ୩: ଅନୁବାଦରେ ମହାତୋପୁର୍ଣ୍ଣ ଘଟଣାଗୁଡିକ

### ଲେଖକ ତାଂକ ପତ୍ରରେ ପାରିବାରିକ ସମ୍ବଧର ଉପଯୋଗ କେମିତି କରନ୍ତି?

ଲେଖକ “ଭାଇ” ଏବଂ “ପିଲାମାନେ” ଶବ୍ଦର ବ୍ୟବହାର ଏମିତି କରିଛନ୍ତି ତାହା ବିଭ୍ରାନ୍ତ କରିପାରେ. ଯିହୁଦୀମାନଂକୁ ଦର୍ଶାଇବା ପାଇଁ ଶାସ୍ତ୍ରରେ ବାରମ୍ବାର “ଭାଇ” ଶବ୍ଦର ବ୍ୟବହାର କରନ୍ତି. କିନ୍ତୁ ଏହି ପତ୍ରରେ, ଯୋହନ ଖ୍ରୀଷ୍ଟିୟାନମାନଂକୁ ଦର୍ଶାଇବା ପାଇଁ ଏହି ଶବ୍ଦର ବ୍ୟବହାର କରନ୍ତି. ଆଉମଧ୍ୟ, ଯୋହନ କିଛି ବିଶ୍ବାସୀକୁଂ ତାଂକର “ପିଲାମାନେ” କହନ୍ତି. ଏମାନେ ଏମିତି ବିଶ୍ବାସୀ ଅଟନ୍ତି ଯାହାକୁ ସେ ଖ୍ରୀଷ୍ଟକୁଂ ପାଳନ କରିବା ଶିକ୍ଷାଦେଲେ.

ଯୋହନ “ଅନ୍ୟଜାତି” ଶବ୍ଦର ବ୍ୟବହାର ଏହି ପ୍ରକାର କଲେ ଯାହା ବିଭ୍ରାନ୍ତ କରିପାରେ. ଯେଉଁମାନେ ଯିହୁଦୀ ନୁହନ୍ତି ସେମାନଂକୁ ଦର୍ଶାଇବା ପାଇଁ ଶାସ୍ତ୍ରରେ ଅନେକ ସମୟରେ “ଅନ୍ୟଜାତି” ଶବ୍ଦର ବ୍ୟବହାର କଲେ. କିନ୍ତୁ ଏହି ପତ୍ରରେ, ଯୋହନ ଯେଉଁମାନେ ଯୀଶୁକଂ ଉପରେ ବିଶ୍ବାସ କରନ୍ତି ନାହିଁ ସେହି ଲୋକକଂର ଉଲ୍ଲେଖ କରିବା ପାଇଁ ଏହି ଶବ୍ଦର ବ୍ୟବହାର କରନ୍ତି.

3JN 1 1 rni7 figs-you 0 General Information: ଏହା ଯୋହନକଂ ଗାୟକୁ ଏକ ବ୍ୟକ୍ତିଗତ ପତ୍ର ଅଟେ. “ତୁମେ” ଏବଂ “ତୁମ୍ଭର” ର ସବୁ ଉଦାହରଣ ଗାୟକୁ ଦର୍ଶାଏ ଏବଂ ଏକବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
3JN 1 1 w99t figs-explicit ὁ πρεσβύτερος 1 The elder ଏହା ଯୋହନ, ପ୍ରେରିତ ଏବଂ ଯୀଶୁକଂର ଶିଶ୍ୟକୁ ଦର୍ଶାଏ. ସେ ନିଜକୁ “ବରିଷ୍ଟ” ରୂପରେ ଦର୍ଶାନ୍ତି ଅଥବା ତାଂକର ବୃଦ୍ଧ ବୟସ ପାଇଁ ଓ କାରଣ ସେ ମଣ୍ଡଳୀର ନେତା. ଲେଖକର ନାମ ସ୍ପଷ୍ଟ କାରାଯାଇପାରିବ: “ମୁଁ, ବରିଷ୍ଟ ଯୋହନ, ଲେଖୁଅଛି.” (ଦେଖ:[[rc://en/ta/man/translate/figs-explicit]])
3JN 1 1 lls6 translate-names Γαΐῳ 1 Gaius ଏ ଏକ ସାଥୀ ବିଶ୍ବାସୀ ଅଟେ ଯାହାକୁ ଯୋହନ ଏହି ପତ୍ର ଲେଖୁଛନ୍ତି. (ଦେଖ:[[rc://en/ta/man/translate/translate-names]])
3JN 1 1 mp9w ὃν ἐγὼ ἀγαπῶ ἐν ἀληθείᾳ 1 whom I love in truth ଯାହାକୁ ମୁଁ ସତ୍ୟ ପ୍ରେମ କରୁଛି
3JN 1 2 v6dv περὶ πάντων ... σε εὐοδοῦσθαι καὶ ὑγιαίνειν 1 all may go well with you and that you may be healthy ତୁମେ ସବୁ ବିଷୟରେ ଭଲ କରିପାରିବ ଏବଂ ସ୍ବାସ୍ଥ ରହିପାରିବ
3JN 1 2 i269 καθὼς εὐοδοῦταί σου ἡ ψυχή 1 just as it is well with your soul ଯେମିତିକି ତୁମେ ଆଧ୍ୟାତ୍ମିକ ରୂପରେ ଭଲ କରୁଛ
3JN 1 3 b4zh ἐρχομένων ἀδελφῶν 1 brothers came "ସାଥୀ ବିଶ୍ବାସୀମାନେ ଆସିଲେ. ଏହି ଲୋକମାନେ ସମସ୍ତେ ସମ୍ଭବତଃ ପୁରୁଷ ଥିଲେ.
3JN 1 3 y7q3figs-metaphor σὺ ἐν ἀληθείᾳ περιπατεῖς 1 you walk in truth ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ କି କେମିତି ଏକ ବ୍ୟକ୍ତି ତାହାର ଜୀବନଯାପନ କରୁଛି. ଏକାନ୍ତରିକ ଅନୁବାଦ: “ତୁମେ ତୁମର ଜୀବନ ଇଶ୍ବରକଂ ସତ୍ୟ ଅନୁଶାରେ ଜୀବନଯାପନ କରୁଛ” (ଦେଖ:[[rc://en/ta/man/translate/figs-metaphor]])
3JN 1 4 w79mfigs-metaphor τὰ ἐμὰ τέκνα 1 my children ଯୋହନ ସେହି ଲୋକମାନଂକର କଥା କହନ୍ତି ଯାହାକୁ ସେ ଯୀଶୁକଂ ଉପରେ ବିଶ୍ବାସ କରିବାକୁ ଶିଖିଲେ ଯେମିତିକି ସେମାନେ ତାଂକର ପିଲାମାନେ ଥିଲେ. ଏହା ସେମାନଂକ ପାଇଁ ତାଂକ ପ୍ରେମ ଏବଂ ଚିନ୍ତା ପାଇଁ ଗୁରୁତୋ ଦିଅନ୍ତି. ଏକାନ୍ତରିକ ଅନୁବାଦ: “ମୋର ଆଧ୍ୟାତ୍ମିକ ପିଲାମାନେ” (ଦେଖ:[[rc://en/ta/man/translate/figs-metaphor]])
3JN 1 5 jtc6figs-inclusive 0 General Information: ଏଠାରେ “ଆମ୍ଭେମାନେ” ଶବ୍ଦ ଯୋହନ ଏବଂ ତାଂକ ସହିତ ଲୋକକୁଂ ଦର୍ଶାଏ, ଏବଂ ସମ୍ଭବତଃ ସମସ୍ତ ବିଶ୍ବାସୀମାନଂକୁ ସାମିଲ୍ କରେ. (ଦେଖ:[[rc://en/ta/man/translate/figs-inclusive]])
3JN 1 5 vl13 0 Connecting Statement: ଯୋହନ ଏହି ପତ୍ର ଲେଖିବାର ଉଦ୍ଧେଶ୍ୟ ଗାୟଉ ପ୍ରଶଂସା କରିବାକୁ ଯେଉଁ ପ୍ରକାର ସେ ବାଇବଲ ଶିକ୍ଷକମାନଂକର ଯାତ୍ରାର ଯତ୍ନ ନେଇଥିଲେ; ତାପରେ ସେ ଦୁଇଟି ଲୋକକଂ ବିଷୟରେ କହନ୍ତି, ଏକ ମନ୍ଦ ଏବଂ ଏକ ଭଲ.
3JN 1 5 tmh1 ἀγαπητέ 1 Beloved ଏଠାରେ ସାଥୀ ବିଶ୍ବାସୀମାନଂକ ପାଇଁ ଏକ ଶବ୍ଦ ଆଦର ବ୍ୟବହାର କରାଯାଇଛି.
3JN 1 5 gs6x πιστὸν ποιεῖς 1 you practice faithfulness ତୁମେ ତାହା କରୁଛା ଯାହା ଇଶ୍ବରକଂ ପ୍ରତି ବିଶ୍ବାସଯୋଗ୍ୟ ଅଟ ଓ “ତୁମେ ଇଶ୍ବରକଂ ପ୍ରତି ବିଶ୍ବୋସ୍ତ ହେଉଛ”"
3JN 1 5 g4gz ὃ, ἐὰν ἐργάσῃ εἰς τοὺς ἀδελφοὺς καὶ τοῦτο ξένους 1 work for the brothers and for strangers ସାଥୀ ବିଶ୍ବାସୀ ଏବଂ ସେହି ଲୋକମାନଂକୁ ସାହାଯ୍ୟ କର ଯାହାକୁ ତୁମେ ଜାଣି ନାହଁ
3JN 1 6 wzf6 οἳ ἐμαρτύρησάν σου τῇ ἀγάπῃ ἐνώπιον ἐκκλησίας 1 who have borne witness of your love in the presence of the church ଏହି ଶବ୍ଦ “ଆଚିହ୍ନା” (ପଦ ୫) ରେ ବର୍ଣ୍ଣନା କରନ୍ତି. ଅଚିହ୍ନା ଯେଉଁମାନେ ମଣ୍ଡଳୀରେ ବିଶ୍ବାସୀମାନଂକୁ କହିଛନ୍ତି କି ତୁମେ ସେମାନଂକୁ କେମିତି ପ୍ରେମ କରିବ
3JN 1 6 pb64 καλῶς ποιήσεις, προπέμψας 1 You do well to send them ଯୋହନ ଏହି ବିଶ୍ବାସୀମାନଂକର ସାହାଯ୍ୟ କରିବାକୁ ନିଜର ସାମାନ୍ୟ ଅଭ୍ୟାସ ପାଇଁ ଗାୟକୁ ଧନ୍ୟବାଦ ଦେଉଛନ୍ତି.
3JN 1 7 d8y1 figs-metonymy γὰρ τοῦ ὀνόματος ἐξῆλθον 1 because it was for the sake of the name that they went out ଏଠାରେ “ନାମ” ଯୀଶୁକୁଂ ଦର୍ଶାଏ. ଏକାନ୍ତରିକ ଅନୁବାଦ: “କାରଣ ସେମାନେ ଯୀଶୁକଂ ବିଷୟରେ କହିବାକୁ ବାହାରକୁ ଯାଇଛନ୍ତି” (ଦେଖ:[[rc://en/ta/man/translate/figs-metonymy]])
3JN 1 7 yzc8 μηδὲν λαμβάνοντες 1 taking nothing କିଛି ଉପହାର ଓ ସାହାଯ୍ୟ ଗ୍ରହଣ କରିବା ନାହିଁ
3JN 1 7 hk3p τῶν ἐθνικῶν 1 the Gentiles ଏଠାରେ “ଅନ୍ୟଜାତି”ର ଅର୍ଥ କେବଳ ସେହି ଲୋକମାନେ ନୁହେଁ ଯେଉଁମାନେ ଯିହୁଦୀ ନୁହନ୍ତି. ଏହାର ତାପର୍ଯ୍ୟ ଏମିତି ଲୋକ ଅଟନ୍ତି ଯେଉଁମାନେ ଯୀଶୁକଂ ଉପରେ ଭରଷା କରନ୍ତି ନାହିଁ.
3JN 1 8 d2l7 ἵνα συνεργοὶ γινώμεθα τῇ ἀληθείᾳ 1 so that we will be fellow workers for the truth ତେଣୁକରି ଆମ୍ଭେମାନେ ଲୋକମାନଂକୁ ଇଶ୍ବରକଂ ସତ୍ୟର ଘୋଷଣା କରିବାରେ ସେମାନଂକ ସହିତ ସହଯୋଗ କରିବା
3JN 1 9 dp1v figs-exclusive 0 General Information: “ଆମ୍ଭମାନଂକୁ” ଶବ୍ଦ ଯୋହନ ଏବଂ ତାନଂକ ସହିତ ଯେଉଁମାନେ ଥିଲେ ସେମାନଂକୁ ଦର୍ଶାଏ ଏବଂ ଗାୟ ସାମିଲ ନାହିଁ. (ଦେଖ:[[rc://en/ta/man/translate/figs-exclusive]])
3JN 1 9 tm9q τῇ ἐκκλησίᾳ 1 congregation ଏହା ଗାୟ ଏବଂ ବିଶ୍ବାସୀମାନଂକର ସମୁହକୁ ଦର୍ଶାଏ ଯେଉଁମାନେ ଇଶ୍ବରକଂ ଆରାଧନା କରିବାକୁ ଏକତ୍ରିତ ହେଉଥିଲେ.
3JN 1 9 cz9d translate-names Διοτρέφης 1 Diotrephes ସେ ସେହି ମଣ୍ଡଳୀ ଏକ ସଦସ୍ୟ ଥିଲେ. (ଦେଖ:[[rc://en/ta/man/translate/translate-names]])
3JN 1 9 s82w ὁ φιλοπρωτεύων αὐτῶν 1 who loves to be first among them ଯେ ସେମାନଂକ ମଧ୍ୟରୁ ସବୁଠାରୁ ମହାତୋପୁର୍ଣ୍ଣ ବ୍ୟକ୍ତି ହେବା ପାଇଁ ପସନ୍ଦ କରନ୍ତି ଓ “ଯେ ସେମାନଂକ ନେତା ରୂପରେ କାର୍ଯ୍ୟ କରିବା ପାଇଁ ପସନ୍ଦ କରନ୍ତି”
3JN 1 10 f6qj λόγοις πονηροῖς φλυαρῶν ἡμᾶς 1 talking wicked nonsense against us ଏବଂ କେମିତି ସେ ଆମ ବିଷୟରେ ମନ୍ଦ କଥା କହନ୍ତି ଯାହା ନିଶ୍ଚିତ ରୂପରେ ସତ୍ୟ ନୁହେଁ
3JN 1 10 wi6a αὐτὸς ἐπιδέχεται τοὺς ἀδελφοὺς 1 refused to welcome the brothers ସାଥୀ ବିଶ୍ବାସୀମାନଂକୁ ସ୍ବାଗତ କଲେ ନାହିଁ
3JN 1 10 it7p τοὺς βουλομένους κωλύει 1 stops those who want to welcome them ସେ ଲୋକମାନଂକୁ ବନ୍ଦ କରନ୍ତି ଯେଉଁମାନେ ବିଶ୍ବାସୀମାନଂକୁ ସ୍ବାଗତ କରିବାକୁ ଚାହାଁନ୍ତି
3JN 1 10 g98b ἐκ τῆς ἐκκλησίας ἐκβάλλει 1 puts them out of the church ସେ ସେମାନଂକୁ ମଣ୍ଡଳୀ ଛାଡିବାକୁ ବାଧ୍ୟ କରନ୍ତି
3JN 1 11 a16a figs-exclusive 0 General Information: “ଆମ୍ଭେମାନେ” ଶବ୍ଦ ଯୋହନ ଏବଂ ତାନଂକ ସହିତ ଯେଉଁମାନେ ଥିଲେ ସେମାନଂକୁ ଦର୍ଶାଏ ଏବଂ ଗାୟ ସାମିଲ ନାହିଁ. (ଦେଖ:[[rc://en/ta/man/translate/figs-exclusive]])
3JN 1 11 a3z8 ἀγαπητέ 1 Beloved ଏଠାରେ ସାଥୀ ବିଶ୍ବାସୀମାନଂକ ପାଇଁ ଏକ ଶବ୍ଦ ଆଦର ବ୍ୟବହାର କରାଯାଇଛି. ଦେଖ ତୁମେ [୩ ଯୋହନ ୧:୫](../୦୧/୦୫.md) ରେ ଏହାର ଅନୁବାଦ କେମିତି କରିଲ.
3JN 1 11 pv24 μὴ μιμοῦ τὸ κακὸν 1 do not imitate what is evil ସେହି ମନ୍ଦ ବିଷୟ ନକଲ କରନାହିଁ ଯାହା ଲୋକମାନେ କରନ୍ତି
3JN 1 11 sz2h figs-ellipsis ἀλλὰ τὸ ἀγαθόν 1 but what is good ସେଠାରେ କିଛି ଶବ୍ଦଗୁଡିକୁ ଛାଡିଦିଆଯାଇଛି କିନ୍ତୁ ସେମାନଂକୁ ବୁଝିହେବ. ଏକାନ୍ତରିକ ଅନୁବାଦ: “କିନ୍ତୁ ଭଲ ବିଷୟକୁ ଅନୁଶରଣ କର ଯାହା ଲୋକମାନେ କରୁଛନ୍ତି” (ଦେଖ:[[rc://en/ta/man/translate/figs-ellipsis]])
3JN 1 11 cm8t ἐκ τοῦ Θεοῦ ἐστιν 1 is of God ଇଶ୍ବରକଂର
3JN 1 11 zan2 οὐχ ἑώρακεν τὸν Θεόν 1 has not seen God ଇଶ୍ବରକଂର ନୁହେଁ ଓ “ଇଶ୍ବରକୁଂ ବିଶ୍ବାସ କରନ୍ତି ନାହିଁ”
3JN 1 12 pl7i figs-activepassive Δημητρίῳ μεμαρτύρηται ὑπὸ πάντων 1 Demetrius is borne witness to by all ଏହାକୁ ସକ୍ରିୟ ରୂପରେ କହିପାରିବ. ଏକାନ୍ତରିକ ଅନୁବାଦ: “ଯେଉଁମାନେ ସମସ୍ତେ ଜାଣନ୍ତି କି ଦୀମୀତ୍ରିୟ ତାଂକ ବିଷୟରେ ସାକ୍ଷୀ ଅଟନ୍ତି” ଓ “ପ୍ରତେକେ ବିଶ୍ବାସୀମାନେ ଯେଉଁମାନେ ଜାଣନ୍ତି କି ଦୀମୀତ୍ରିୟ ତାଂକ ବିଷୟରେ ଭଲ କହନ୍ତି” (ଦେଖ:[[rc://en/ta/man/translate/figs-activepassive]])
3JN 1 12 m22h translate-names Δημητρίῳ 1 Demetrius ଏହା ସମ୍ଭବତଃ ଏକ ବ୍ୟକ୍ତି ଯାହାକୁ ଯୋହନ ଚାହାନ୍ତି କି ଗାୟ ଏବଂ ମଣ୍ଡଳୀ ତାଂକର ସ୍ବାଗତ କରନ୍ତୁ ସେ ଯେତେବେଳେ ପରିଦର୍ଶନ କରିବାକୁ ଅସନ୍ତି. (ଦେଖ:[[rc://en/ta/man/translate/translate-names]])
3JN 1 12 rad4 figs-personification ὑπὸ αὐτῆς τῆς ἀληθείας 1 by the truth itself "ସତ୍ୟ ନିଜେ ସୁଦ୍ଧା ତାଂକ ବିଷୟରେ ଉତ୍ତମ କହେ. ଏଠାରେ “ସତ୍ୟ” କୁ ଏକ କଥା କହୁଥିବା ବ୍ୟକ୍ତି ରୂପରେ ବର୍ଣ୍ଣନା କରାଯାଇଛି. ଏକାନ୍ତରିକ ଅନୁବାଦ: “ପ୍ରତେକ ଯେଉଁମାନେ ସତ୍ୟକୁ ଜାଣନ୍ତି ସେ ଏକ ଭଲ ବ୍ୟକ୍ତି ଜାଣନ୍ତି” (ଦେଖ: [[rc://en/ta/man/translate/figs-personification]] ଏବଂ [[rc://en/ta/man/translate/figs-explicit]] ଏବଂ [[rc://en/ta/man/translate/figs-rpronouns]])
3JN 1 12 s712figs-ellipsis καὶ ἡμεῖς ... μαρτυροῦμεν 1 We also bear witness ଯୋହନ ଯାହା ପରିକଳ୍ପିତ କରୁଛନ୍ତି ତାହା ସୁଚିତ ଅଟେ ଏବଂ ଏଠାରେ ତାହା ସଠିକ୍ ବନାଯାଏ. ଏକାନ୍ତରିକ ଅନୁବାଦ: “ଆମ୍ଭେମାନେ ମଧ୍ୟ ଦୀମୀତ୍ରିୟ ବିଷୟରେ ଭଲ କହୁ” (ଦେଖ:[[rc://en/ta/man/translate/figs-ellipsis]])
3JN 1 13 v27c 0 General Information: ଏହା ଗାୟକୁ ଯୋହନକଂର ଶେଷ ପତ୍ର. ସେ କିଛି ଅନ୍ତିମ ଟିପ୍ପଣୀ ଦିଅନ୍ତି ଏବଂ ଅଭିବାଦନ ସହିତ ଶେଷ କରନ୍ତି.
3JN 1 13 am6k οὐ θέλω διὰ μέλανος καὶ καλάμου σοι γράφειν 1 I do not wish to write them to you with pen and ink ଯୋହନ ଅନ୍ୟ ବିଷୟ ସବୁ ଲେଖିବାକୁ ଇଚ୍ଛା କରନ୍ତି ନାହିଁ. ସେ ଏହା କହୁନାହାନ୍ତି କି ସେ ସମାନଂକୁ କଲମ ଏବଂ କାଳି ଛାଡି ଅନ୍ୟ କିଛି ଲେଖିବେ.
3JN 1 14 r8i4figs-idiom στόμα πρὸς στόμα 1 face to face ଏଠାରେ ମୁହାଁ ମୁହିଁ ଏକ ରୁଢୀ ଅଟେ, ଯାହାର ଅର୍ଥ “ବ୍ୟକ୍ତିରେ ” ଏକାନ୍ତରିକ ଅନୁବାଦ: “ବ୍ୟକ୍ତିରେ” (ଦେଖ:[[rc://en/ta/man/translate/figs-idiom]])
3JN 1 15 v8yj εἰρήνη σοι 1 May peace be with you ଇଶ୍ବର ତୁମକୁ ଶାନ୍ତି ଦିଅନ୍ତୁ"
3JN 1 15 mhs1 ἀσπάζονταί σε οἱ φίλοι 1 The friends greet you ଏଠାରେ ସାଥୀମାନେ ତୁମକୁ ଅଭିବାଦନ କରନ୍ତି
3JN 1 15 lq8r ἀσπάζου τοὺς φίλους κατ’ ὄνομα 1 Greet our friends there by name ମୋ ପାଇଁ ସେଠାରେ ପ୍ରତେକ ବିଶ୍ବାସୀକୁଂ ଅଭିବାଦନ