translationCore-Create-BCS_.../Stage 1/or_tn_65-3JN.tsv

20 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
23JNfrontintrokwv90# ୩ ଯୋହନର ପରିଚୟ
## ଭାଗ ୧: ସାମାନ୍ୟ ପରିଚୟ

### ୩ ଯୋହନର ରୂପରେଖା

୧. ପରିଚୟ (୧:୧)
୧. ଉସ୍ଚାହ ଏବଂ ଆତିଥ୍ୟ ଦେଖାଇବାକୁ ନିର୍ଦେଶ (୧:-୮)
୧: ଦିୟତ୍ରଫା ଏବଂ ଦୀମାତ୍ରିୟ (୧:୯-୧୨)
୧. ଉପସଂହାର (୧:୧୩-୧୪)

### ୩ ଯୋହନ ପୁସ୍ତକ କିଏ ଲେଖିଲେ?

ପତ୍ର ଲେଖକକଂ ନାମ ଦେଇ ନାହିଁ. ଲେଖକ କେବଳ ନିଜର “ବରିଷ୍ଠ” ରୂପରେ ପରିଚୟ ଦିଅନ୍ତି (୧:୧). ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନ ନିଜ ଜୀବନର ଅନ୍ତିମ ସମୟରେ ଲେଖିଥିଲେ.

### ୩ ଯୋହନର ପୁସ୍ତକ କଣ ଅଟେ? ଯୋହନ ଏହି ପତ୍ର ଏକ ବିଶ୍ବାସୀ ନାମକ ଗାୟକୁ ଲେଖିଲେ. ସେ ଗାୟକୁ ନିଜର କ୍ଷେତ୍ରରୁ ଯାତ୍ରା କରୁଥିବା ସଠି ବିଶ୍ବାସୀମାନଂକ ପାଇଁ ଆତିଥ୍ୟ କରିବାକୁ ନିର୍ଦେଶ ଦେଲେ.

### ଏହି ପୁସ୍ତକର ଶୀର୍ଷକର ଅନୁବାଦ କେମତି କରାଯିବା ଉଚିତ୍?

ଅନୁବାଦକ ଏହାର ପାମରମ୍ପରିକ ଶୀର୍ଷକ “୩ ଯୋହନ” ଓ “ତୃତୀୟ ଯୋହନ” ଦ୍ବାରା ଏହି ପୁସ୍ତକକୁ ଡାକିବା ପାଇଁ ବାଛି ପାରିବା ଓ ସେମାନେ ଏକ ସ୍ପଷ୍ଟ ଶୀର୍ଷକ ବାଛି ପାରିବେ, ଯେମିତିକି “ଯୋହନକଂ ଠାରୁ ତୃତୀୟ ପତ୍ର” ଓ “ତୃତୀୟ ପତ୍ର ଯୋହନ ଲେଖିଲେ”. (ଦେଖ: [[rc://en/ta/man/translate/translate-names]])

## ଭାଗ : ମହତୋପୁର୍ଣ୍ଣ ଧାର୍ମିକ ଏବଂ ସଂସ୍କୃତିକ ଧାରଣାଗୁଡିକ

### ଆତିଥ୍ୟ କଣ?

ପ୍ରାଚୀନ ପୁର୍ବ ନିକଟରେ ଆତିଥ୍ୟ ଏକ ମହାତୋପୁର୍ଣ୍ଣ ଧାରଣା ଥିଲା. ବିଦେଶୀୟମାନଂକ ଓ ବାହାରଲୋକକଂ ପ୍ରତି ମିତ୍ରତା ହେବା ମହତପୁର୍ଣ୍ଣ ଧାରଣା ଥିଲା ଏବଂ ଯଦି ସେମାନଂକୁ ଏହାର ଆବଶ୍ୟକତା ହେବ ସେମାନଂକୁ ସାହାଯ୍ୟ ପ୍ରଦାନ କରାଯିବ. ଯୋହନରେ, ଯୋହନ ମିଥ୍ୟା ଶିକ୍ଷକମାନଂକୁ ଆତିଥ୍ୟ ଦେଖାଇବା ପାଇଁ ଖ୍ରୀଷ୍ଟିୟାନମାନଂକୁ ହତଉଶ୍ଚାହ କରିଲେ. ୩ ଯୋହନରେ, ଯୋହନ ବିଶ୍ବାସଯୋଗ୍ୟ ଶିକ୍ଷକମାନଂକୁ ଆତିଥ୍ୟ ଦେଖାଇବାକୁ ପ୍ରୋଶ୍ଚାହନ କଲେ.

## ଭାଗ ୩: ଅନୁବାଦରେ ମହାତୋପୁର୍ଣ୍ଣ ଘଟଣାଗୁଡିକ

### ଲେଖକ ତାଂକ ପତ୍ରରେ ପାରିବାରିକ ସମ୍ବଧର ଉପଯୋଗ କେମିତି କରନ୍ତି?

ଲେଖକ “ଭାଇ” ଏବଂ “ପିଲାମାନେ” ଶବ୍ଦର ବ୍ୟବହାର ଏମିତି କରିଛନ୍ତି ତାହା ବିଭ୍ରାନ୍ତ କରିପାରେ. ଯିହୁଦୀମାନଂକୁ ଦର୍ଶାଇବା ପାଇଁ ଶାସ୍ତ୍ରରେ ବାରମ୍ବାର “ଭାଇ” ଶବ୍ଦର ବ୍ୟବହାର କରନ୍ତି. କିନ୍ତୁ ଏହି ପତ୍ରରେ, ଯୋହନ ଖ୍ରୀଷ୍ଟିୟାନମାନଂକୁ ଦର୍ଶାଇବା ପାଇଁ ଏହି ଶବ୍ଦର ବ୍ୟବହାର କରନ୍ତି. ଆଉମଧ୍ୟ, ଯୋହନ କିଛି ବିଶ୍ବାସୀକୁଂ ତାଂକର “ପିଲାମାନେ” କହନ୍ତି. ଏମାନେ ଏମିତି ବିଶ୍ବାସୀ ଅଟନ୍ତି ଯାହାକୁ ସେ ଖ୍ରୀଷ୍ଟକୁଂ ପାଳନ କରିବା ଶିକ୍ଷାଦେଲେ.

ଯୋହନ “ଅନ୍ୟଜାତି” ଶବ୍ଦର ବ୍ୟବହାର ଏହି ପ୍ରକାର କଲେ ଯାହା ବିଭ୍ରାନ୍ତ କରିପାରେ. ଯେଉଁମାନେ ଯିହୁଦୀ ନୁହନ୍ତି ସେମାନଂକୁ ଦର୍ଶାଇବା ପାଇଁ ଶାସ୍ତ୍ରରେ ଅନେକ ସମୟରେ “ଅନ୍ୟଜାତି” ଶବ୍ଦର ବ୍ୟବହାର କଲେ. କିନ୍ତୁ ଏହି ପତ୍ରରେ, ଯୋହନ ଯେଉଁମାନେ ଯୀଶୁକଂ ଉପରେ ବିଶ୍ବାସ କରନ୍ତି ନାହିଁ ସେହି ଲୋକକଂର ଉଲ୍ଲେଖ କରିବା ପାଇଁ ଏହି ଶବ୍ଦର ବ୍ୟବହାର କରନ୍ତି.

33JN11rni7figs-you0General Information:ଏହା ଯୋହନକଂ ଗାୟକୁ ଏକ ବ୍ୟକ୍ତିଗତ ପତ୍ର ଅଟେ. “ତୁମେ” ଏବଂ “ତୁମ୍ଭର” ର ସବୁ ଉଦାହରଣ ଗାୟକୁ ଦର୍ଶାଏ ଏବଂ ଏକବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
43JN11w99tfigs-explicitὁ πρεσβύτερος1The elderଏହା ଯୋହନ, ପ୍ରେରିତ ଏବଂ ଯୀଶୁକଂର ଶିଶ୍ୟକୁ ଦର୍ଶାଏ. ସେ ନିଜକୁ “ବରିଷ୍ଟ” ରୂପରେ ଦର୍ଶାନ୍ତି ଅଥବା ତାଂକର ବୃଦ୍ଧ ବୟସ ପାଇଁ ଓ କାରଣ ସେ ମଣ୍ଡଳୀର ନେତା. ଲେଖକର ନାମ ସ୍ପଷ୍ଟ କାରାଯାଇପାରିବ: “ମୁଁ, ବରିଷ୍ଟ ଯୋହନ, ଲେଖୁଅଛି.” (ଦେଖ:[[rc://en/ta/man/translate/figs-explicit]])
53JN11lls6translate-namesΓαΐῳ1Gaiusଏ ଏକ ସାଥୀ ବିଶ୍ବାସୀ ଅଟେ ଯାହାକୁ ଯୋହନ ଏହି ପତ୍ର ଲେଖୁଛନ୍ତି. (ଦେଖ:[[rc://en/ta/man/translate/translate-names]])
63JN11mp9wὃν ἐγὼ ἀγαπῶ ἐν ἀληθείᾳ1whom I love in truthଯାହାକୁ ମୁଁ ସତ୍ୟ ପ୍ରେମ କରୁଛି
73JN12v6dvπερὶ πάντων ... σε εὐοδοῦσθαι καὶ ὑγιαίνειν1all may go well with you and that you may be healthyତୁମେ ସବୁ ବିଷୟରେ ଭଲ କରିପାରିବ ଏବଂ ସ୍ବାସ୍ଥ ରହିପାରିବ
83JN12i269καθὼς εὐοδοῦταί σου ἡ ψυχή1just as it is well with your soulଯେମିତିକି ତୁମେ ଆଧ୍ୟାତ୍ମିକ ରୂପରେ ଭଲ କରୁଛ
93JN13b4zhἐρχομένων ἀδελφῶν1brothers cameସାଥୀ ବିଶ୍ବାସୀମାନେ ଆସିଲେ. ଏହି ଲୋକମାନେ ସମସ୍ତେ ସମ୍ଭବତଃ ପୁରୁଷ ଥିଲେ. 3JN 1 3 y7q3figs-metaphor σὺ ἐν ἀληθείᾳ περιπατεῖς 1 you walk in truth ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ କି କେମିତି ଏକ ବ୍ୟକ୍ତି ତାହାର ଜୀବନଯାପନ କରୁଛି. ଏକାନ୍ତରିକ ଅନୁବାଦ: “ତୁମେ ତୁମର ଜୀବନ ଇଶ୍ବରକଂ ସତ୍ୟ ଅନୁଶାରେ ଜୀବନଯାପନ କରୁଛ” (ଦେଖ:[[rc://en/ta/man/translate/figs-metaphor]]) 3JN 1 4 w79mfigs-metaphor τὰ ἐμὰ τέκνα 1 my children ଯୋହନ ସେହି ଲୋକମାନଂକର କଥା କହନ୍ତି ଯାହାକୁ ସେ ଯୀଶୁକଂ ଉପରେ ବିଶ୍ବାସ କରିବାକୁ ଶିଖିଲେ ଯେମିତିକି ସେମାନେ ତାଂକର ପିଲାମାନେ ଥିଲେ. ଏହା ସେମାନଂକ ପାଇଁ ତାଂକ ପ୍ରେମ ଏବଂ ଚିନ୍ତା ପାଇଁ ଗୁରୁତୋ ଦିଅନ୍ତି. ଏକାନ୍ତରିକ ଅନୁବାଦ: “ମୋର ଆଧ୍ୟାତ୍ମିକ ପିଲାମାନେ” (ଦେଖ:[[rc://en/ta/man/translate/figs-metaphor]]) 3JN 1 5 jtc6figs-inclusive 0 General Information: ଏଠାରେ “ଆମ୍ଭେମାନେ” ଶବ୍ଦ ଯୋହନ ଏବଂ ତାଂକ ସହିତ ଲୋକକୁଂ ଦର୍ଶାଏ, ଏବଂ ସମ୍ଭବତଃ ସମସ୍ତ ବିଶ୍ବାସୀମାନଂକୁ ସାମିଲ୍ କରେ. (ଦେଖ:[[rc://en/ta/man/translate/figs-inclusive]]) 3JN 1 5 vl13 0 Connecting Statement: ଯୋହନ ଏହି ପତ୍ର ଲେଖିବାର ଉଦ୍ଧେଶ୍ୟ ଗାୟଉ ପ୍ରଶଂସା କରିବାକୁ ଯେଉଁ ପ୍ରକାର ସେ ବାଇବଲ ଶିକ୍ଷକମାନଂକର ଯାତ୍ରାର ଯତ୍ନ ନେଇଥିଲେ; ତାପରେ ସେ ଦୁଇଟି ଲୋକକଂ ବିଷୟରେ କହନ୍ତି, ଏକ ମନ୍ଦ ଏବଂ ଏକ ଭଲ. 3JN 1 5 tmh1 ἀγαπητέ 1 Beloved ଏଠାରେ ସାଥୀ ବିଶ୍ବାସୀମାନଂକ ପାଇଁ ଏକ ଶବ୍ଦ ଆଦର ବ୍ୟବହାର କରାଯାଇଛି. 3JN 1 5 gs6x πιστὸν ποιεῖς 1 you practice faithfulness ତୁମେ ତାହା କରୁଛା ଯାହା ଇଶ୍ବରକଂ ପ୍ରତି ବିଶ୍ବାସଯୋଗ୍ୟ ଅଟ ଓ “ତୁମେ ଇଶ୍ବରକଂ ପ୍ରତି ବିଶ୍ବୋସ୍ତ ହେଉଛ”
103JN15g4gzὃ, ἐὰν ἐργάσῃ εἰς τοὺς ἀδελφοὺς καὶ τοῦτο ξένους1work for the brothers and for strangersସାଥୀ ବିଶ୍ବାସୀ ଏବଂ ସେହି ଲୋକମାନଂକୁ ସାହାଯ୍ୟ କର ଯାହାକୁ ତୁମେ ଜାଣି ନାହଁ
113JN16wzf6οἳ ἐμαρτύρησάν σου τῇ ἀγάπῃ ἐνώπιον ἐκκλησίας1who have borne witness of your love in the presence of the churchଏହି ଶବ୍ଦ “ଆଚିହ୍ନା” (ପଦ ୫) ରେ ବର୍ଣ୍ଣନା କରନ୍ତି. ଅଚିହ୍ନା ଯେଉଁମାନେ ମଣ୍ଡଳୀରେ ବିଶ୍ବାସୀମାନଂକୁ କହିଛନ୍ତି କି ତୁମେ ସେମାନଂକୁ କେମିତି ପ୍ରେମ କରିବ
123JN16pb64καλῶς ποιήσεις, προπέμψας1You do well to send themଯୋହନ ଏହି ବିଶ୍ବାସୀମାନଂକର ସାହାଯ୍ୟ କରିବାକୁ ନିଜର ସାମାନ୍ୟ ଅଭ୍ୟାସ ପାଇଁ ଗାୟକୁ ଧନ୍ୟବାଦ ଦେଉଛନ୍ତି.
133JN17d8y1figs-metonymyγὰρ τοῦ ὀνόματος ἐξῆλθον1because it was for the sake of the name that they went outଏଠାରେ “ନାମ” ଯୀଶୁକୁଂ ଦର୍ଶାଏ. ଏକାନ୍ତରିକ ଅନୁବାଦ: “କାରଣ ସେମାନେ ଯୀଶୁକଂ ବିଷୟରେ କହିବାକୁ ବାହାରକୁ ଯାଇଛନ୍ତି” (ଦେଖ:[[rc://en/ta/man/translate/figs-metonymy]])
143JN17yzc8μηδὲν λαμβάνοντες1taking nothingକିଛି ଉପହାର ଓ ସାହାଯ୍ୟ ଗ୍ରହଣ କରିବା ନାହିଁ
153JN17hk3pτῶν ἐθνικῶν1the Gentilesଏଠାରେ “ଅନ୍ୟଜାତି”ର ଅର୍ଥ କେବଳ ସେହି ଲୋକମାନେ ନୁହେଁ ଯେଉଁମାନେ ଯିହୁଦୀ ନୁହନ୍ତି. ଏହାର ତାପର୍ଯ୍ୟ ଏମିତି ଲୋକ ଅଟନ୍ତି ଯେଉଁମାନେ ଯୀଶୁକଂ ଉପରେ ଭରଷା କରନ୍ତି ନାହିଁ.
163JN18d2l7ἵνα συνεργοὶ γινώμεθα τῇ ἀληθείᾳ1so that we will be fellow workers for the truthତେଣୁକରି ଆମ୍ଭେମାନେ ଲୋକମାନଂକୁ ଇଶ୍ବରକଂ ସତ୍ୟର ଘୋଷଣା କରିବାରେ ସେମାନଂକ ସହିତ ସହଯୋଗ କରିବା
173JN19dp1vfigs-exclusive0General Information:“ଆମ୍ଭମାନଂକୁ” ଶବ୍ଦ ଯୋହନ ଏବଂ ତାନଂକ ସହିତ ଯେଉଁମାନେ ଥିଲେ ସେମାନଂକୁ ଦର୍ଶାଏ ଏବଂ ଗାୟ ସାମିଲ ନାହିଁ. (ଦେଖ:[[rc://en/ta/man/translate/figs-exclusive]])
183JN19tm9qτῇ ἐκκλησίᾳ1congregationଏହା ଗାୟ ଏବଂ ବିଶ୍ବାସୀମାନଂକର ସମୁହକୁ ଦର୍ଶାଏ ଯେଉଁମାନେ ଇଶ୍ବରକଂ ଆରାଧନା କରିବାକୁ ଏକତ୍ରିତ ହେଉଥିଲେ.
193JN19cz9dtranslate-namesΔιοτρέφης1Diotrephesସେ ସେହି ମଣ୍ଡଳୀ ଏକ ସଦସ୍ୟ ଥିଲେ. (ଦେଖ:[[rc://en/ta/man/translate/translate-names]])
203JN19s82wὁ φιλοπρωτεύων αὐτῶν1who loves to be first among themଯେ ସେମାନଂକ ମଧ୍ୟରୁ ସବୁଠାରୁ ମହାତୋପୁର୍ଣ୍ଣ ବ୍ୟକ୍ତି ହେବା ପାଇଁ ପସନ୍ଦ କରନ୍ତି ଓ “ଯେ ସେମାନଂକ ନେତା ରୂପରେ କାର୍ଯ୍ୟ କରିବା ପାଇଁ ପସନ୍ଦ କରନ୍ତି”
213JN110f6qjλόγοις πονηροῖς φλυαρῶν ἡμᾶς1talking wicked nonsense against usଏବଂ କେମିତି ସେ ଆମ ବିଷୟରେ ମନ୍ଦ କଥା କହନ୍ତି ଯାହା ନିଶ୍ଚିତ ରୂପରେ ସତ୍ୟ ନୁହେଁ
223JN110wi6aαὐτὸς ἐπιδέχεται τοὺς ἀδελφοὺς1refused to welcome the brothersସାଥୀ ବିଶ୍ବାସୀମାନଂକୁ ସ୍ବାଗତ କଲେ ନାହିଁ
233JN110it7pτοὺς βουλομένους κωλύει1stops those who want to welcome themସେ ଲୋକମାନଂକୁ ବନ୍ଦ କରନ୍ତି ଯେଉଁମାନେ ବିଶ୍ବାସୀମାନଂକୁ ସ୍ବାଗତ କରିବାକୁ ଚାହାଁନ୍ତି
243JN110g98bἐκ τῆς ἐκκλησίας ἐκβάλλει1puts them out of the churchସେ ସେମାନଂକୁ ମଣ୍ଡଳୀ ଛାଡିବାକୁ ବାଧ୍ୟ କରନ୍ତି
253JN111a16afigs-exclusive0General Information:“ଆମ୍ଭେମାନେ” ଶବ୍ଦ ଯୋହନ ଏବଂ ତାନଂକ ସହିତ ଯେଉଁମାନେ ଥିଲେ ସେମାନଂକୁ ଦର୍ଶାଏ ଏବଂ ଗାୟ ସାମିଲ ନାହିଁ. (ଦେଖ:[[rc://en/ta/man/translate/figs-exclusive]])
263JN111a3z8ἀγαπητέ1Belovedଏଠାରେ ସାଥୀ ବିଶ୍ବାସୀମାନଂକ ପାଇଁ ଏକ ଶବ୍ଦ ଆଦର ବ୍ୟବହାର କରାଯାଇଛି. ଦେଖ ତୁମେ [୩ ଯୋହନ ୧:୫](../୦୧/୦୫.md) ରେ ଏହାର ଅନୁବାଦ କେମିତି କରିଲ.
273JN111pv24μὴ μιμοῦ τὸ κακὸν1do not imitate what is evilସେହି ମନ୍ଦ ବିଷୟ ନକଲ କରନାହିଁ ଯାହା ଲୋକମାନେ କରନ୍ତି
283JN111sz2hfigs-ellipsisἀλλὰ τὸ ἀγαθόν1but what is goodସେଠାରେ କିଛି ଶବ୍ଦଗୁଡିକୁ ଛାଡିଦିଆଯାଇଛି କିନ୍ତୁ ସେମାନଂକୁ ବୁଝିହେବ. ଏକାନ୍ତରିକ ଅନୁବାଦ: “କିନ୍ତୁ ଭଲ ବିଷୟକୁ ଅନୁଶରଣ କର ଯାହା ଲୋକମାନେ କରୁଛନ୍ତି” (ଦେଖ:[[rc://en/ta/man/translate/figs-ellipsis]])
293JN111cm8tἐκ τοῦ Θεοῦ ἐστιν1is of Godଇଶ୍ବରକଂର
303JN111zan2οὐχ ἑώρακεν τὸν Θεόν1has not seen Godଇଶ୍ବରକଂର ନୁହେଁ ଓ “ଇଶ୍ବରକୁଂ ବିଶ୍ବାସ କରନ୍ତି ନାହିଁ”
313JN112pl7ifigs-activepassiveΔημητρίῳ μεμαρτύρηται ὑπὸ πάντων1Demetrius is borne witness to by allଏହାକୁ ସକ୍ରିୟ ରୂପରେ କହିପାରିବ. ଏକାନ୍ତରିକ ଅନୁବାଦ: “ଯେଉଁମାନେ ସମସ୍ତେ ଜାଣନ୍ତି କି ଦୀମୀତ୍ରିୟ ତାଂକ ବିଷୟରେ ସାକ୍ଷୀ ଅଟନ୍ତି” ଓ “ପ୍ରତେକେ ବିଶ୍ବାସୀମାନେ ଯେଉଁମାନେ ଜାଣନ୍ତି କି ଦୀମୀତ୍ରିୟ ତାଂକ ବିଷୟରେ ଭଲ କହନ୍ତି” (ଦେଖ:[[rc://en/ta/man/translate/figs-activepassive]])
323JN112m22htranslate-namesΔημητρίῳ1Demetriusଏହା ସମ୍ଭବତଃ ଏକ ବ୍ୟକ୍ତି ଯାହାକୁ ଯୋହନ ଚାହାନ୍ତି କି ଗାୟ ଏବଂ ମଣ୍ଡଳୀ ତାଂକର ସ୍ବାଗତ କରନ୍ତୁ ସେ ଯେତେବେଳେ ପରିଦର୍ଶନ କରିବାକୁ ଅସନ୍ତି. (ଦେଖ:[[rc://en/ta/man/translate/translate-names]])
333JN112rad4figs-personificationὑπὸ αὐτῆς τῆς ἀληθείας1by the truth itselfସତ୍ୟ ନିଜେ ସୁଦ୍ଧା ତାଂକ ବିଷୟରେ ଉତ୍ତମ କହେ. ଏଠାରେ “ସତ୍ୟ” କୁ ଏକ କଥା କହୁଥିବା ବ୍ୟକ୍ତି ରୂପରେ ବର୍ଣ୍ଣନା କରାଯାଇଛି. ଏକାନ୍ତରିକ ଅନୁବାଦ: “ପ୍ରତେକ ଯେଉଁମାନେ ସତ୍ୟକୁ ଜାଣନ୍ତି ସେ ଏକ ଭଲ ବ୍ୟକ୍ତି ଜାଣନ୍ତି” (ଦେଖ: [[rc://en/ta/man/translate/figs-personification]] ଏବଂ [[rc://en/ta/man/translate/figs-explicit]] ଏବଂ [[rc://en/ta/man/translate/figs-rpronouns]]) 3JN 1 12 s712figs-ellipsis καὶ ἡμεῖς ... μαρτυροῦμεν 1 We also bear witness ଯୋହନ ଯାହା ପରିକଳ୍ପିତ କରୁଛନ୍ତି ତାହା ସୁଚିତ ଅଟେ ଏବଂ ଏଠାରେ ତାହା ସଠିକ୍ ବନାଯାଏ. ଏକାନ୍ତରିକ ଅନୁବାଦ: “ଆମ୍ଭେମାନେ ମଧ୍ୟ ଦୀମୀତ୍ରିୟ ବିଷୟରେ ଭଲ କହୁ” (ଦେଖ:[[rc://en/ta/man/translate/figs-ellipsis]]) 3JN 1 13 v27c 0 General Information: ଏହା ଗାୟକୁ ଯୋହନକଂର ଶେଷ ପତ୍ର. ସେ କିଛି ଅନ୍ତିମ ଟିପ୍ପଣୀ ଦିଅନ୍ତି ଏବଂ ଅଭିବାଦନ ସହିତ ଶେଷ କରନ୍ତି. 3JN 1 13 am6k οὐ θέλω διὰ μέλανος καὶ καλάμου σοι γράφειν 1 I do not wish to write them to you with pen and ink ଯୋହନ ଅନ୍ୟ ବିଷୟ ସବୁ ଲେଖିବାକୁ ଇଚ୍ଛା କରନ୍ତି ନାହିଁ. ସେ ଏହା କହୁନାହାନ୍ତି କି ସେ ସମାନଂକୁ କଲମ ଏବଂ କାଳି ଛାଡି ଅନ୍ୟ କିଛି ଲେଖିବେ. 3JN 1 14 r8i4figs-idiom στόμα πρὸς στόμα 1 face to face ଏଠାରେ ମୁହାଁ ମୁହିଁ ଏକ ରୁଢୀ ଅଟେ, ଯାହାର ଅର୍ଥ “ବ୍ୟକ୍ତିରେ ” ଏକାନ୍ତରିକ ଅନୁବାଦ: “ବ୍ୟକ୍ତିରେ” (ଦେଖ:[[rc://en/ta/man/translate/figs-idiom]]) 3JN 1 15 v8yj εἰρήνη σοι 1 May peace be with you ଇଶ୍ବର ତୁମକୁ ଶାନ୍ତି ଦିଅନ୍ତୁ
343JN115mhs1ἀσπάζονταί σε οἱ φίλοι1The friends greet youଏଠାରେ ସାଥୀମାନେ ତୁମକୁ ଅଭିବାଦନ କରନ୍ତି
353JN115lq8rἀσπάζου τοὺς φίλους κατ’ ὄνομα1Greet our friends there by nameମୋ ପାଇଁ ସେଠାରେ ପ୍ରତେକ ବିଶ୍ବାସୀକୁଂ ଅଭିବାଦନ