translationCore-Create-BCS_.../en_tn_58-PHM.tsv

63 lines
34 KiB
Plaintext
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

Book Chapter Verse ID SupportReference OrigQuote Occurrence GLQuote OccurrenceNote
PHM front intro sz2w 0 # ଫିଲୀମୋନ ପୁସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ

### ଫିଲୀମୋନ ପୁସ୍ତକର ରୂପରେଖା

୧. ପାଉଲ ଫିଲୀମୋନଙ୍କୁ ନମସ୍କାର ଜଣାଉଛନ୍ତି (୧:୧-୩)
୧. ପାଉଲ ଅନୀସିମଙ୍କ ବିଷୟରେ ଫିଲୀମୋନଙ୍କୁ ଅନୁରୋଧ କରୁଛନ୍ତି (୧:୪-୨୧)
୧. ଶେଷ କଥା (୧:-୨୫)

### ଫିଲୀମୋନ ପୁସ୍ତକକୁ କିଏ ଲେଖିଥିଲେ ?

ପାଉଲ ଫିଲୀମୋନ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ସେ ତାହାଙ୍କ ବାଲ୍ୟ ଜୀବନରେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲା ପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟ ସାରା ଯାତ୍ରା କରିଥିଲେ I

ଏହି ପତ୍ର ଲେଖିବା ସମୟରେ ପାଉଲ ବନ୍ଦୀଶାଳାରେ ଥିଲେ I

### ଫିଲୀମୋନ ପୁସ୍ତକରେ କେଉଁ ବିଷୟ ଲେଖାଅଛି ?

ପାଉଲ ଫିଲୀମୋନ ନାମକ ଜଣେ ବ୍ୟକ୍ତିକୁ ଏହି ପତ୍ର ଲେଖିଥିଲେ I ଫିଲୀମୋନ୍ ଜଣେ ଖ୍ରୀଷ୍ଟିୟାନ ଥିଲେ ଓ ସେ କଲସୀ ନଗରରେ ବାସ କରୁଥିଲେ I ତାହାଙ୍କର ଅନୀସିମ ନାମକ ଜଣେ ଦାସ ଥିଲେ I ଅନୀସିମ ଫିଲୀମୋନଙ୍କଠାରୁ ଲୁଚି ପଳାଇ ଯାଇଥିଲା ଓ ସମ୍ଭବତଃ ତାହାଙ୍କଠାରୁ କିଛି ଜିନିଷ ମଧ୍ୟ ଚୋରାଇ ନେଇଥିଲା I ଅନୀସିମ ରୋମକୁ ଚାଲିଯାଇ ବନ୍ଦୀଶାଳାରେ ପାଉଲଙ୍କୁ ସାକ୍ଷାତ କରିଥିଲା I

ପାଉଲ ଫିଲୀମୋନଙ୍କୁ କହୁଛନ୍ତି ଯେ ସେ ଅନୀସିମଙ୍କୁ ତାହାଙ୍କ ନିକଟକୁ ଫେରି ପଠାଉଛନ୍ତି I ରୋମୀୟ ବ୍ୟବସ୍ଥା ଅନୁସାରେ ଅନୀସିମଙ୍କୁ ହତ୍ୟା କରିବା ଫିଲୀମୋନଙ୍କର ଅଧିକାର ଥିଲା I କିନ୍ତୁ ପାଉଲ କହିଲେ ଯେ ଫିଲୀମୋନ ଅନୀସିମଙ୍କୁ ଜଣେ ଖ୍ରୀଷ୍ଟିୟ ଭାଇଭାବରେ ଫେରି ଗ୍ରହଣ କରିବା ଉଚିତ I ଏପରିକି ସେ ପରାମର୍ଶ ମଧ୍ୟ ଦେଲେ ଯେ ଅନୀସିମ ଫେରି ପାଉଲଙ୍କ ନିକଟକୁ ଆସି ବନ୍ଦୀଶାଳାରେ ତାହାଙ୍କର ସାହାଯ୍ୟ କରିବେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଫିଲୀମୋନ” ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ହୁଏତ ଏକ ସ୍ପଷ୍ଟ ଶୀର୍ଷକ ଯେପରିକି “ଫିଲୀମୋନ ନିକଟକୁ ପାଉଲଙ୍କର ପତ୍ର” ଅବା “ଫିଲୀମୋନ ନିକଟକୁ ପାଉଲ ଲେଖିଥିବା ପତ୍ର” ମନୋନିତ କରିଥାଇ ପାରନ୍ତି I (ଦେଖ: [[rc://or/ta/man/translate/translate-names]])

## ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣା

### ଏହି ପତ୍ର ଦାସତ୍ବ ପ୍ରଥାକୁ ସମର୍ଥନ କରୁଛି କି ?

ପାଉଲ ଅନୀସିମଙ୍କୁ ତାଙ୍କର ପୂର୍ବ କର୍ତ୍ତାଙ୍କ ନିକଟକୁ ଫେରି ପଠାଇ ଦେଉଛନ୍ତି I କିନ୍ତୁ ତାହାର ଅର୍ଥ ନୁହେଁ ଯେ ପାଉଲ ଦାସତ୍ବ ପ୍ରଥା ଏକ ଗ୍ରହଣୀୟ ବିଷୟ ମନେ କରୁଛନ୍ତି I ତା’ ପରିବର୍ତ୍ତେ ପାଉଲ ଅଧିକ ଚିନ୍ତିତ ଯେ ଲୋକମାନେ ଯେକୌଣସି ପରିସ୍ଥିତିରେ ଥିଲେ ବି ସେମାନେ କିପରି ଈଶ୍ବରଙ୍କର ସେବା କରୁଛନ୍ତି I

### ପାଉଲ “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଭାବଗୁଡିକୁ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି ?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କ ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ଏହି ଧାରଣାକୁ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ସବିଶେଷ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟକୁ ଦେଖ I

## ଭାଗ ୩: ଗୁରୁତ୍ବପୂର୍ଣ୍ଣ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେମାନେ”

ଏହି ପୁସ୍ତକରେ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ଏକବଚନ ଓ ତାହା ଫିଲୀମୋନଙ୍କୁ ବୁଝାଏ I ଦୁଇଟି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଉଛି ୧: ଓ ୧:୨୫ I ସେଠାରେ “ତୁମ୍ଭେମାନେ” ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-exclusive]] ଓ [[rc://or/ta/man/translate/figs-you]])

PHM 1 1 sg4f figs-you 0 General Information: ପାଉଲ ଏହି ପତ୍ରର ଲେଖକଭାବରେ ଆପଣାକୁ ତିନିଥର ପରିଚୟ ଦିଅନ୍ତି I ଏହା ସ୍ପଷ୍ଟରୁପେ ଜଣାପଡେ ଯେ ତୀମଥି ତାହାଙ୍କ ସହିତ ଥିଲେ ଓ ସମ୍ଭବତଃ ସେ ପାଉଲ କହୁଥିବା ପ୍ରକାରେ ପତ୍ର ଲେଖିଥିଲେ I ପାଉଲ ଅନ୍ୟମାନଙ୍କୁ ନମସ୍କାର ଜଣାଉଛନ୍ତି, ଯେଉଁମାନେ ଫିଲୀମୋନଙ୍କ ଗୃହରେ ମଣ୍ଡଳୀଭାବରେ ଏକତ୍ର ହେଉଥିଲେ I “ମୁଁ,” “ମୋତେ” ଓ “ମୋହର” ଉଲ୍ଲେଖଥିବା ସମସ୍ତ ବ୍ୟବହୃତ ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଫିଲୀମୋନ ମୁଖ୍ୟ ବ୍ୟକ୍ତି ଥିଲେ ଯାହାଙ୍କ ନିକଟକୁ ଏହି ପତ୍ର ଲେଖା ଯାଇଥିଲା I “ତୁମ୍ଭେ” ଓ “ତୁମ୍ଭର” ଉଲ୍ଲେଖ ଥିବା ସମସ୍ତ ଶବ୍ଦଗୁଡିକ ତାହାଙ୍କୁ ବୁଝାଏ ଓ ସୂଚାଇ ନଥିଲେ ତାହା କେବଳ ଏକବଚନ ଅଟେ I (ଦେଖ: [[rc://or/ta/man/translate/figs-you]])
PHM 1 1 niq3 figs-exclusive Παῦλος, δέσμιος Χριστοῦ Ἰησοῦ, καὶ Τιμόθεος, ὁ ἀδελφὸς; Φιλήμονι 1 Paul, a prisoner of Christ Jesus, and the brother Timothy to Philemon ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ପରିଚୟ ଦେବା ନିମନ୍ତେ କୌଣସି ଏକ ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ଅନ୍ୟ ଏକ ଅନୁବାଦରେ: “ମୁଁ, ପାଉଲ, ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବନ୍ଦୀ, ଓ ଆମ୍ଭମାନଙ୍କ ଭ୍ରାତା ତୀମଥି, ଫିଲୀମୋନ ନିକଟକୁ ଏହି ପତ୍ର ଲେଖୁଅଛୁ” (ଦେଖ: [[rc://or/ta/man/translate/figs-exclusive]])
PHM 1 1 cgs4 δέσμιος Χριστοῦ Ἰησοῦ 1 a prisoner of Christ Jesus ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ଜଣେ ବନ୍ଦୀ I ପାଉଲଙ୍କର ପ୍ରଚାରକୁ ବିରୋଧ କରୁଥିବା ଲୋକମାନେ ତାହାଙ୍କୁ ବନ୍ଦୀଶାଳାରେ ରଖି ତାହାଙ୍କୁ ଦଣ୍ଡ ଦେଉଥିଲେ I
PHM 1 1 sv3p ὁ ἀδελφὸς 1 brother ଏଠାରେ ଏହାର ଅର୍ଥ ଜଣେ ସହ ଖ୍ରୀଷ୍ଟିୟାନ I
PHM 1 1 r3l9 figs-exclusive τῷ ἀγαπητῷ ... ἡμῶν 1 our dear friend ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]])
PHM 1 1 ww3l καὶ ... συνεργῷ 1 and fellow worker ଯେ କି, ଆମ୍ଭମାନଙ୍କ ସଦୃଶ ସୁସମାଚାର ପ୍ରଚାର କାର୍ଯ୍ୟ କରନ୍ତି
PHM 1 2 e8su figs-exclusive τῇ ἀδελφῇ ... τῷ συνστρατιώτῃ ἡμῶν 1 our sister ... our fellow soldier ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://or/ta/man/translate/figs-exclusive]])
PHM 1 2 zh5c translate-names Ἀπφίᾳ, τῇ ἀδελφῇ 1 Apphia our sister ଏଠାରେ “ଭଗ୍ନୀ”ର ଅର୍ଥ ସେ ଜଣେ ବିଶ୍ବାସୀ ଥିଲେ, ଜଣେ ଆତ୍ମୀୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ବିଶ୍ବାସୀ ଆପପୟା” କିମ୍ବା “ଆମ୍ଭମାନଙ୍କ ଆତ୍ମିକ ଭଉଣୀ ଆପ୍ପିୟା” (ଦେଖ: [[rc://or/ta/man/translate/translate-names]])
PHM 1 2 sq44 translate-names Ἀρχίππῳ 1 Archippus ଏହା ଫିଲୀମୋନଙ୍କ ସହିତ ମଣ୍ଡଳୀରେ ଜଣେ ବ୍ୟକ୍ତିର ନାମ ଅଟେ I (ଦେଖ: [[rc://or/ta/man/translate/translate-names]])
PHM 1 2 mnn5 figs-metaphor τῷ συνστρατιώτῃ ἡμῶν 1 our fellow soldier ପାଉଲ ଏଠାରେ ଆର୍ଖିପପଙ୍କ ବିଷୟରେ କହୁଛନ୍ତି ଯେପରି ସେମାନେ ଉଭୟେ ଗୋଟିଏ ସୈନ୍ୟବାହିନୀରେ ସୈନିକ ଅଟନ୍ତି I ସେ ଏହି ଅର୍ଥରେ କହୁଛନ୍ତି ଯେ, ଆର୍ଖିପପ କଠିନ ପରିଶ୍ରମ କରନ୍ତୁ, ଯେପରି ପାଉଲଙ୍କ କଠିନ ପରିଶ୍ରମ କରୁଛନ୍ତି, ତେଣୁ ସୁସମାଚାର ପ୍ରସାରିତ ହୋଇ ପାରୁଛି I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସହ-ଆତ୍ମିକ ଯୋଦ୍ଧା’ କିମ୍ବା “ଯେଉଁମାନେ ମଧ୍ୟ ଆମ୍ଭମାନଙ୍କ ସହ ଆତ୍ମିକ ଯୁଦ୍ଧରେ ଯୁଦ୍ଧ କରନ୍ତି”(ଦେଖ: [[rc://or/ta/man/translate/figs-metaphor]])
PHM 1 3 r4nq χάρις ὑμῖν καὶ εἰρήνη, ἀπὸ Θεοῦ Πατρὸς ἡμῶν καὶ Κυρίου ἡμῶν Ἰησοῦ Χριστοῦ 1 May grace be to you and peace from God our Father and the Lord Jesus Christ ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ I ଏହା ଏକ ଆଶୀର୍ବାଦ ଅଟେ I
PHM 1 3 e5z8 figs-inclusive Θεοῦ Πατρὸς ἡμῶν 1 God our Father ଏଠାରେ “ଆମ୍ଭମାନଙ୍କ” ଶବ୍ଦ ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକକୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])
PHM 1 3 lh8a guidelines-sonofgodprinciples Πατρὸς ἡμῶν 1 our Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଂଜ୍ଞା ଅଟେ I (ଦେଖ: [[rc://or/ta/man/translate/guidelines-sonofgodprinciples]])
PHM 1 4 kh5l figs-inclusive 0 General Information: “ଆମ୍ଭମାନଙ୍କୁ” ଶବ୍ଦ ବହୁବାଚକ ଅଟେ ଓ ତାହା ପାଉଲଙ୍କୁ, ତାହାଙ୍କ ସହିତ ଥିବା ଲୋକମାନଙ୍କୁ, ଓ ପାଠକଙ୍କ ସହିତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])
PHM 1 6 t54l ἡ κοινωνία τῆς πίστεώς σου 1 the fellowship of your faith ଆମ୍ଭମାନଙ୍କ ସହିତ ଏକତ୍ରଭାବେ ତୁମ୍ଭର କର୍ମ
PHM 1 6 pxw1 ἐνεργὴς γένηται ἐν ἐπιγνώσει παντὸς ἀγαθοῦ 1 be effective for the knowledge of everything good ଯାହା ଉତ୍ତମ, ତାହା ଜାଣିବାର ଫଳାଫଳ
PHM 1 6 n25e εἰς Χριστόν 1 in Christ ଖ୍ରୀଷ୍ଟଙ୍କ ସକାଶୁ
PHM 1 7 aq4g figs-metonymy τὰ σπλάγχνα τῶν ἁγίων ἀναπέπαυται διὰ σοῦ 1 the hearts of the saints have been refreshed by you ଏଠାରେ “ହୃଦୟ” ଗୋଟିଏ ରୂପକ, ଯାହା ଜଣେ ବ୍ୟକ୍ତିର ଆବେଗ ଓ ଆନ୍ତରିକ ପୁରୁଷକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିଅଛ” କିମ୍ବା “ତୁମ୍ଭେ ବିଶ୍ବାସୀମାନଙ୍କୁ ସାହାଯ୍ୟ କରିଅଛ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-activepassive]])
PHM 1 7 m5ip σοῦ, ἀδελφέ 1 you, brother ତୁମ୍ଭେ, ହେ ପ୍ରିୟ ଭାଇ କିମ୍ବା “ତୁମ୍ଭେ, ହେ ପ୍ରିୟ ବନ୍ଧୁ I” ପାଉଲ ଫିଲୀମୋନଙ୍କୁ “ଭାଇ” ସମ୍ଭୋଧନ କରୁଛନ୍ତି, କାରଣ ସେମାନେ ଉଭୟେ ବିଶ୍ବାସୀ ଥିଲେ ଓ ସେ ସେମାନଙ୍କ ବନ୍ଧୁତ୍ବକୁ ଗୁରୁତ୍ବାରୋପ କରୁଛନ୍ତି I
PHM 1 8 ayy1 0 Connecting Statement: ପାଉଲ ତାହାଙ୍କ ନିବେଦନ ଓ ତାହାଙ୍କ ପତ୍ରର କାରଣ ଦର୍ଶାଇବାକୁ ଆରମ୍ଭ କରୁଛନ୍ତି I
PHM 1 8 fd84 πολλὴν ἐν Χριστῷ παρρησίαν 1 all the boldness in Christ ସମ୍ଭାବିତ ଅର୍ଥଗୁଡିକ ୧) “ଖ୍ରୀଷ୍ଟଙ୍କ ସକାଶୁ ଥିବା ଅଧିକାର” କିମ୍ବା ) “ଖ୍ରୀଷ୍ଟଙ୍କ ସକାଶୁ ଥିବା ସାହସ I” ଅନ୍ୟ ଏକ ଅନୁବାଦରେ: “ମୋହର ସାହସ ଯେ ଖ୍ରୀଷ୍ଟ ମୋତେ ଅଧିକାର ଦେଇଛନ୍ତି”
PHM 1 9 l9fh διὰ τὴν ἀγάπην 1 yet because of love ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ମୁଁ ଜାଣେ ଯେ ତୁମ୍ଭେ ଈଶ୍ବରଙ୍କ ଲୋକମାନଙ୍କୁ ପ୍ରେମ କରୁଅଛ” ) “କାରଣ ମୁ ଜାଣେ ଯେ ତୁମେ ମୋତେ ପ୍ରେମ କରୁଅଛ” କିଅବା ୩) “କାରଣ ମୁଁ ତୁମକୁ ପ୍ରେମ କରୁଅଛି”
PHM 1 10 lsr6 0 General Information: ଅନୀସିମ ଜଣେ ବ୍ୟକ୍ତିର ନାମ ଅଟେ I ସେ ସ୍ପଷ୍ଟଭାବରେ ଫିଲୀମୋନଙ୍କ କ୍ରୀତଦାସ ଓ କିଛି ଚୋରି କରିନେଇ ପଳାଇ ଯାଇଛି I
PHM 1 10 m6fw figs-metaphor τοῦ ἐμοῦ τέκνου ... Ὀνήσιμον 1 my child Onesimus ମୋହର ବତ୍ସ ଅନୀସିମ I ପାଉଲ ଅନୀସିମଙ୍କ ସହିତ କିପରି ବନ୍ଧୁ ହେଲେ, ସେ ବିଷୟରେ କହୁଛନ୍ତି ଯେପରି ଏହା ଜଣେ ପିତା ଓ ପୁତ୍ର ପରସ୍ପରକୁ ପ୍ରେମ କରୁଥିବା ସଦୃଶ ଥିଲା I ଅନୀସିମ ପାଉଲଙ୍କର ପ୍ରକୃତ ପୁତ୍ର ନ ଥିଲେ, କିନ୍ତୁ ଯେତେବେଳେ ପାଉଲ ତାହାଙ୍କୁ ଯୀଶୁଙ୍କ ବିଷୟ ଶିକ୍ଷା ଦେଇ ତାହାଙ୍କୁ ପ୍ରେମ କଲେ, ସେ ଆତ୍ମିକ ଜୀବନ ପ୍ରାପ୍ତ ହେଲେ I ଅନ୍ୟ ଏକ ଅନୁବାଦ: “ମୋହର ଆତ୍ମିକ ପୁତ୍ର ଅନୀସିମ” (ଦେଖ: [[rc://or/ta/man/translate/figs-metaphor]])
PHM 1 10 dj9h translate-names Ὀνήσιμον 1 Onesimus “ଅନୀସିମ” ନାମର ଅର୍ଥ “ଲାଭଜନକ” କିମ୍ବା “ଉପକାରୀ I” (ଦେଖ: [[rc://or/ta/man/translate/translate-names]])
PHM 1 10 mui3 figs-metaphor ὃν ἐγέννησα ἐν τοῖς δεσμοῖς 1 whom I have fathered in my chains ଏଠାରେ “ମୋଠାରୁ ଜାତ” ଏକ ରୂପକ ଅଟେ, ଯାହାର ଅର୍ଥ ପାଉଲ ଅନୀସିମଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋହର ଆତ୍ମିକ ପୁତ୍ର ହେଲେ ଯେତେବେଳେ ମୁଁ ବନ୍ଦୀଥିବା ଅବସ୍ଥାରେ ତାହାଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଲି ଓ ସେ ନୂତନ ଜୀବନ ପ୍ରାପ୍ତ ହେଲେ” କିମ୍ବା “ମୁଁ ବନ୍ଦୀଥିବା ଅବସ୍ଥାରେ ଯେ ମୋ ପ୍ରତି ମୋହର ଜଣେ ପୁତ୍ର ସଦୃଶ ହେଲେ” (ଦେଖ: [[rc://or/ta/man/translate/figs-metaphor]])
PHM 1 10 nx1p figs-metonymy ἐν τοῖς δεσμοῖς 1 in my chains ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ହିଁ ସେ ଏହି ପତ୍ର ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ବନ୍ଦୀଥିବା ସମୟରେ ... ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])
PHM 1 12 t1kp ὃν ἀνέπεμψά σοι 1 I have sent him back to you ପାଉଲ ସମ୍ଭବତଃ ଅନୀସିମଙ୍କ ସହିତ ଆଉ ଜଣେ ବିଶ୍ବାସୀଙ୍କୁ ପଠାଉଛନ୍ତି ଯେଉଁମାନେ ଏହି ପତ୍ର ନେଇ ଯାଉଛନ୍ତି I
PHM 1 12 h9qv figs-metonymy τοῦτ’ ἔστιν τὰ ἐμὰ σπλάγχνα 1 who is my very heart ଏଠାରେ “ହୃଦୟ” ଏକ ରୂପକ ଅଟେ, ଯାହା ଜଣେ ବ୍ୟକ୍ତିର ଆବେଗକୁ ବୁଝାଏ I “ସେ ତ ମୋହର ହୃଦୟ ସ୍ବରୂପ” ବାକ୍ୟାଂଶଟି ଜଣକ ପ୍ରତି ପ୍ରେମ ପ୍ରକାଶନର ଏକ ରୂପକ ଅଟେ I ପାଉଲ ଏହା ଅନୀସିମଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ମୁଁ ଅତି ପ୍ରିୟଭାବେ ପ୍ରେମ କରେ”(ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-metaphor]])
PHM 1 13 t4xl ἵνα ὑπὲρ σοῦ μοι διακονῇ 1 so he could serve me for you ତେଣୁ, ଯେହେତୁ ତୁମ୍ଭେ ଏଠାକୁ ଆସିପାରିବ ନାହିଁ, ସେ ମୋହର ସାହାଯ୍ୟ କରିପାରିବ” କିମ୍ବା “ଯେପରି ସେ ତୁମ୍ଭ ବଦଳରେ ମୋତେ ସାହାଯ୍ୟ କରିପାରିବ”
PHM 1 13 bb3t figs-metonymy ἐν τοῖς δεσμοῖς 1 while I am in chains ବନ୍ଦୀମାନେ ସାଧାରଣତଃ ଜଞ୍ଜିରରେ ବନ୍ଧା ହେଉଥିଲେ I ପାଉଲ ବନ୍ଦୀ ଅବସ୍ଥାରେ ଥିବା ସମୟରେ ସେ ଅନୀସିମଙ୍କୁ ଶିକ୍ଷା ଦେଇଥିଲେ ଓ ସେହି ବନ୍ଦୀଥିବା ଅବସ୍ଥାରେ ଥିବା ସମୟରେ ସେ ଏହି ପତ୍ର ଲେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଏବେ ବନ୍ଦୀଥିବା ସମୟରେ”(ଦେଖ: [[rc://or/ta/man/translate/figs-metonymy]])
PHM 1 13 iwa8 figs-explicit τοῦ εὐαγγελίου 1 for the sake of the gospel ପାଉଲ ବନ୍ଦୀ ହୋଇଥିଲେ, କାରଣ ସେ ମୁକ୍ତଭାବରେ ସୁସମାଚାର ପ୍ରଚାର କରୁଥିଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି” (ଦେଖ: [[rc://or/ta/man/translate/figs-explicit]])
PHM 1 14 g9wp figs-doublenegatives χωρὶς δὲ τῆς σῆς γνώμης, οὐδὲν ἠθέλησα ποιῆσαι 1 But I did not want to do anything without your consent ପାଉଲ ବିପରୀତ ବିଷୟକୁ ବୁଝାଇବା ଅର୍ଥରେ ଏକ ଯୁଗ୍ମ ନକାରାତ୍ମକ ବିଷୟ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ସ୍ବୀକୃତି ଦେଲେ ଯାଇ ମୁଁ ତାହାଙ୍କୁ ମୋ ପାଖରେ ରଖିବାକୁ ଚାହିଁବି” (ଦେଖ: [[rc://or/ta/man/translate/figs-doublenegatives]])
PHM 1 14 jxi7 ἵνα μὴ ὡς κατὰ ἀνάγκην τὸ ἀγαθόν σου ᾖ, ἀλλὰ κατὰ ἑκούσιον 1 I did not want your good deed to be from necessity but from good will ମୁଁ ତୁମ୍ଭକୁ ଆଜ୍ଞା ଦେଉଅଛି ବୋଲି ତୁମ୍ଭେ ଏହି ଉତ୍ତମ କାର୍ଯ୍ୟ କରିବା ମୁଁ ଚାହୁଁନାହିଁ, କିନ୍ତୁ ତୁମ୍ଭେ ଚାହୁଁଛ ବୋଲି ତାହା କର
PHM 1 14 ngg8 ἀλλὰ κατὰ ἑκούσιον 1 but from good will କାରଣ ତୁମ୍ଭେ ସ୍ବଚ୍ଛନ୍ଦ ମନରେ ଉପଯୁକ୍ତ କାର୍ଯ୍ୟ କରିବାକୁ ମନୋନୀତ କଲ
PHM 1 15 q1dr figs-activepassive τάχα γὰρ διὰ τοῦτο, ἐχωρίσθη πρὸς ὥραν, ἵνα 1 Perhaps for this he was separated from you for a time, so that ଏହାକୁ କର୍ତ୍ତୃବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବୋଧ ହୁଏ, ସେହି କାରଣ ନିମନ୍ତେ କିଛି ସମୟ ପାଇଁ ଈଶ୍ବର ଅନୀସିମଙ୍କୁ ତୁମ୍ଭଠାରୁ ପୃଥକ୍ କଲେ, ଯେପରି” (ଦେଖ: [[rc://or/ta/man/translate/figs-activepassive]])
PHM 1 15 fp5v πρὸς ὥραν 1 for a time ଏହି ସମୟରେ
PHM 1 16 l3e4 ὑπὲρ δοῦλον 1 better than a slave ଜଣେ କ୍ରୀତଦାସଠାରୁ ଅଧିକ ବହୁମୂଲ୍ୟ
PHM 1 16 f8tz ἀδελφὸν ἀγαπητόν 1 a beloved brother ଜଣେ ପ୍ରିୟ ଭ୍ରାତା କିମ୍ବା “ଖ୍ରୀଷ୍ଟରେ ଜଣେ ବହୁମୂଲ୍ୟ ଭ୍ରାତା”
PHM 1 16 f38v πόσῳ δὲ μᾶλλον σοὶ 1 much more so to you ସେ ତୁମ୍ଭ ପ୍ରତି ଆହୁରି ଉପକାରୀ
PHM 1 16 yub9 figs-metaphor καὶ ἐν σαρκὶ 1 in both the flesh ଉଭୟ ଜଣେ ବ୍ୟକ୍ତି ଭାବରେ I ପାଉଲ ଅନୀସିମଙ୍କୁ ଜଣେ ବିଶ୍ବସ୍ତ ସେବକ ଭାବରେ ଉଲ୍ଲେଖ କରୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]])
PHM 1 16 scj1 ἐν Κυρίῳ 1 in the Lord ପ୍ରଭୁଙ୍କଠାରେ ଜଣେ ଭ୍ରାତା ଭାବରେ କିମ୍ବା “ଯେହେତୁ ସେ ପ୍ରଭୁଙ୍କର ଅଟେ”
PHM 1 17 e1j2 εἰ ... με ἔχεις κοινωνόν 1 if you have me as a partner ଯଦି ତୁମ୍ଭେ ମୋତେ ଖ୍ରୀଷ୍ଟଙ୍କର ଜଣେ ସହକର୍ମୀ ବୋଲି ମନେ କର
PHM 1 18 u5m1 τοῦτο ἐμοὶ ἐλλόγα 1 charge that to me କହିବାକୁ ଚାହୁଁଛି ଯେ ମୁଁ ହିଁ ତୁମ୍ଭଠାରେ ୠଣୀ ଅଟେ
PHM 1 19 wb53 ἐγὼ Παῦλος ἔγραψα τῇ ἐμῇ χειρί 1 I, Paul, write this with my own hand ମୁଁ, ପାଉଲ, ନିଜେ ଏହା ଲେଖୁଅଛି I ପାଉଲ ଏହି ଅଂଶକୁ ନିଜ ହାତରେ ଲେଖିଥିଲେ, ଯେପରି ଫିଲୀମୋନ ଜାଣିବେ ଯେ ସେହି ସବୁ ବାକ୍ୟଗୁଡିକ ପ୍ରକୃତରେ ପାଉଲଙ୍କଠାରୁ ଅଟନ୍ତି I ପାଉଲ ପ୍ରକୃତରେ ତାହାଙ୍କୁ ପରିଶୋଧ କରିବେ I
PHM 1 19 gn6c figs-irony ἵνα μὴ λέγω σοι 1 not to mention ମୁଁ ତୁମ୍ଭକୁ ସ୍ମରଣ କରାଇବା ଆବଶ୍ୟକ ନାହିଁ କିମ୍ବା “ତୁମ୍ଭେ ଜାଣି ସାରିଅଛ I” ପାଉଲ କହୁଛନ୍ତି ଯେ ସେ ଏହା ଫିଲୀମୋନଙ୍କୁ କହିବା ଆବଶ୍ୟକ ନାହିଁ, କିନ୍ତୁ ଯେକୌଣସି ପ୍ରକାରେ ତାହାଙ୍କୁ କହିବା ଜାରି ରଖିଛନ୍ତି I ଏହା ପାଉଲ ତାହାଙ୍କୁ କହୁଥିବା ସତ୍ୟତାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://or/ta/man/translate/figs-irony]])
PHM 1 19 st7e figs-explicit σεαυτόν μοι προσοφείλεις 1 you owe me your own self ତୁମ୍ଭେ ନିଜେ ମୋ ନିକଟରେ ଚିରୠଣୀ ଅଟ I ପାଉଲ ସୂଚାଇ ଦେଉଛନ୍ତି ଯେ ଫିଲୀମୋନ ଏହା କହିବା ଉଚିତ ନୁହଁ ଯେ ଅନୀସିମ କିମ୍ବା ପାଉଲ ତାହାଙ୍କ ନିକଟରେ କୌଣସି ବିଷୟ ନିମନ୍ତେ ୠଣୀ ଥିଲେ, କାରଣ ଫିଲୀମୋନ ପାଉଲଙ୍କ ନିକଟରେ ଆହୁରି ଅଧିକ ୠଣୀ ଥିଲେ I ଫିଲୀମୋନ ପାଉଲଙ୍କ ନିକଟରେ ୠଣୀ ଥିବା ବିଷୟ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋ ନିକଟରେ ଅଧିକ ୠଣୀ, କାରଣ ମୁଁ ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” କିମ୍ବା “ତୁମ୍ଭେ ମୋ ନିକଟରେ ତୁମ୍ଭ ଜୀବନର ୠଣୀ ଅଟ, କାରଣ ମୁଁ ତୁମ୍ଭକୁ ଯାହା କହିଲି, ତାହା ତୁମ୍ଭର ଜୀବନକୁ ଉଦ୍ଧାର କରିଅଛି” (ଦେଖ: [[rc://or/ta/man/translate/figs-explicit]])
PHM 1 20 j8lh figs-metaphor ἀνάπαυσόν μου τὰ σπλάγχνα ἐν Χριστῷ 1 refresh my heart in Christ ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-explicit]])
PHM 1 21 am1e figs-you 0 General Information: ଏଠାରେ “ତୁମ୍ଭର” ଓ “ତୁମ୍ଭେ” ଶବ୍ଦଗୁଡିକ ବହୁବଚନ ଅଟନ୍ତି ଓ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-you]])
PHM 1 21 xpn6 0 Connecting Statement: ପାଉଲ ଆପଣା ପତ୍ରକୁ ସମାପ୍ତ କରି ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ମଣ୍ଡଳୀର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରୁଛନ୍ତି I
PHM 1 21 g6fx πεποιθὼς τῇ ὑπακοῇ σου 1 Confident about your obedience କାରଣ ମୁଁ ନିଶ୍ଚିତ ଯେ ମୁଁ ଯାହା ବିନତି କରୁଅଛି, ତାହା ତୁମ୍ଭେ କରିବ
PHM 1 22 bx62 ἅμα 1 At the same time ଆହୁରି ମଧ୍ୟ
PHM 1 22 akw1 καὶ ἑτοίμαζέ μοι ξενίαν 1 prepare a guest room for me ତୁମ୍ଭ ଗୃହରେ ମୋ ନିମନ୍ତେ ଏକ କୋଠରୀ ପ୍ରସ୍ତୁତ ରଖ I ପାଉଲ ଫିଲୀମୋନଙ୍କୁ ତାହାଙ୍କ ନିମନ୍ତେ ଏହା କରିବାକୁ ବିନତି କରୁଛନ୍ତି I
PHM 1 22 ctr4 χαρισθήσομαι ὑμῖν 1 I will be given back to you ଯେଉଁମାନେ ମୋତେ ବନ୍ଦୀରେ ରଖିଛନ୍ତି, ସେମାନେ ମୋତେ ମୁକ୍ତ କରିବେ, ଯେପରି ମୁଁ ତୁମ୍ଭ ପାଖକୁ ଯାଇ ପାରିବି I
PHM 1 23 x2d8 translate-names Ἐπαφρᾶς 1 Epaphras ଏ ଜଣେ ସହ-ବିଶ୍ବାସୀ ଓ ପାଉଲଙ୍କ ସହ ଜଣେ ବନ୍ଦୀ ଅଟନ୍ତି I (ଦେଖ: [[rc://or/ta/man/translate/translate-names]])
PHM 1 23 khx1 ὁ συναιχμάλωτός μου ἐν Χριστῷ Ἰησοῦ 1 my fellow prisoner in Christ Jesus ଯେ ମୋ ସହିତ ବନ୍ଦୀ ହୋଇ ରହିଛନ୍ତି, କାରଣ ସେ ଖ୍ରୀଷ୍ଟ ଯୀଶୁଙ୍କ ସେବା କରନ୍ତି
PHM 1 24 si6p Μᾶρκος, Ἀρίσταρχος, Δημᾶς, Λουκᾶς, οἱ συνεργοί μου 1 So do Mark, Aristarchus, Demas, and Luke, my fellow workers ମୋହର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ମଧ୍ୟ ତୁମ୍ଭକୁ ନମସ୍କାର ଜଣାଉଛନ୍ତି
PHM 1 24 i5gc translate-names Μᾶρκος, Ἀρίσταρχος, Δημᾶς, Λουκᾶς 1 Mark ... Aristarchus ... Demas ... Luke ଏସବୁ ପୁରୁଷ ବ୍ୟକ୍ତିମାନଙ୍କ ନାମ I (ଦେଖ: [[rc://or/ta/man/translate/translate-names]])
PHM 1 24 gf6e οἱ συνεργοί μου 1 my fellow workers ଯେଉଁ ଲୋକମାନେ ମୋ ସହିତ କାର୍ଯ୍ୟ କରୁଛନ୍ତି କିମ୍ବା “ଯେଉଁ ସମସ୍ତେ ମୋ ସହିତ କାର୍ଯ୍ୟ କରୁଛନ୍ତି I”
PHM 1 25 gq7p figs-you ἡ χάρις τοῦ Κυρίου ἡμῶν, Ἰησοῦ Χριστοῦ, μετὰ τοῦ πνεύματος ὑμῶν 1 May the grace of our Lord Jesus Christ be with your spirit ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ଫିଲୀମୋନ ଓ ତାହାଙ୍କ ଗୃହରେ ଏକତ୍ର ହେଉଥିବା ସମସ୍ତଙ୍କୁ ବୁଝାଏ I “ତୁମ୍ଭମାନଙ୍କ ଆତ୍ମା” ଶବ୍ଦଗୁଡିକ ଏକ ରୂପକ ଅଟେ ଓ ତାହା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟା କରନ୍ତୁ” (ଦେଖ: [[rc://or/ta/man/translate/figs-you]] ଓ [[rc://or/ta/man/translate/figs-synecdoche]])